ତମାଣ୍ଡୋରେ କରୋନା ସଚେନତା କାର୍ଯ୍ଯକ୍ରମ ଅନୁଷ୍ଠିତ

The Sakala Picture
Published On

ଭୁବନେଶ୍ବର: ଆଜି ଭୁବନେଶ୍ବରସ୍ଥିତ ତମାଣ୍ଡୋ ଅଞ୍ଚଳରେ ସ୍ୱୟଂ ସହାୟତା ଗୋଷ୍ଠୀ (ଏସଏଚଜି) ମହିଳାମାନଙ୍କ ଉପସ୍ଥିତିରେ କରୋନା ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ଯାକ୍ରମ ସାମାଜିକ ସଂଗଠନ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିଟି ଡେଭଲପମେଣ୍ଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତାମାଣ୍ଡୋ ସରପଞ୍ଚ ଶ୍ରୀ ଜଗମୋହନ ପ୍ରଧାନ ଯୋଗ ଦେଇଥିଲେ। କରୋନାକୁ ହରାଇବା ପାଇଁ ସଚେତନତା କରାଯାଇଥିଲା। ଲୋକମାନେ ସାବୁନରେ ନିୟମିତ ହାତ ଧୋଇବା, କାଶ ସମୟରେ ପାଟିରେ ରୁମାଲ ଘୋଡାଇବା ଏବଂ କରୋନା ଲକ୍ଷଣ […]

ଭୁବନେଶ୍ବର: ଆଜି ଭୁବନେଶ୍ବରସ୍ଥିତ ତମାଣ୍ଡୋ ଅଞ୍ଚଳରେ ସ୍ୱୟଂ ସହାୟତା ଗୋଷ୍ଠୀ (ଏସଏଚଜି) ମହିଳାମାନଙ୍କ ଉପସ୍ଥିତିରେ କରୋନା ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ଯାକ୍ରମ ସାମାଜିକ ସଂଗଠନ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିଟି ଡେଭଲପମେଣ୍ଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତାମାଣ୍ଡୋ ସରପଞ୍ଚ ଶ୍ରୀ ଜଗମୋହନ ପ୍ରଧାନ ଯୋଗ ଦେଇଥିଲେ। କରୋନାକୁ ହରାଇବା ପାଇଁ ସଚେତନତା କରାଯାଇଥିଲା। ଲୋକମାନେ ସାବୁନରେ ନିୟମିତ ହାତ ଧୋଇବା, କାଶ ସମୟରେ ପାଟିରେ ରୁମାଲ ଘୋଡାଇବା ଏବଂ କରୋନା ଲକ୍ଷଣ ଦେଖାଦେବା ପରେ ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା କରିବା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। ଆଇସିଡି ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଧର୍ମେନ୍ଦ୍ର କୁମାର ମଧ୍ୟ ଏସଏଚଜିର ମହିଳାମାନଙ୍କୁ କରୋନୋ ଟିକା ନେବାକୁ ସଚେତନ କରାଇଥିଲେ। ଏହି କାର୍ଯ୍ଯକ୍ରମରେ ଆଇସିଡି ସଂଗଠନ ଦ୍ୱାରା ଏସଏଚଜିର ମହିଳାମାନଙ୍କୁ  ମାସ୍କ ଏବଂ ସାବୁନ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ  ସରପଞ୍ଚ  ଜଗମୋହନ ପ୍ରଧାନ, ବିମଲ କୁମାର ସିଂ, ଜ୍ୟୋତି ରଂଜନ ମହାପାତ୍ର, ଆଇସିଡିର ସ୍ବେଚ୍ଛାସେବୀ ସୁଭାଷ,  ମୁନା ଶର୍ମା, ସାନ୍ତୋଷ କୁମାର ଶାମା ଏବଂ ନୟବ ସରପଞ୍ଚ ସ୍ମୃତି ପ୍ରତୀମା ଦେବତା। ଏସଏଚଜି ଫେଡେରେସନ୍ ସଭାପତି ଶାନ୍ତିଲତା ଲେଙ୍କା ଇତ୍ୟାଦି ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

23 Oct 2021 By The Sakala

ତମାଣ୍ଡୋରେ କରୋନା ସଚେନତା କାର୍ଯ୍ଯକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଆଜି ଭୁବନେଶ୍ବରସ୍ଥିତ ତମାଣ୍ଡୋ ଅଞ୍ଚଳରେ ସ୍ୱୟଂ ସହାୟତା ଗୋଷ୍ଠୀ (ଏସଏଚଜି) ମହିଳାମାନଙ୍କ ଉପସ୍ଥିତିରେ କରୋନା ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ଯାକ୍ରମ ସାମାଜିକ ସଂଗଠନ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିଟି ଡେଭଲପମେଣ୍ଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତାମାଣ୍ଡୋ ସରପଞ୍ଚ ଶ୍ରୀ ଜଗମୋହନ ପ୍ରଧାନ ଯୋଗ ଦେଇଥିଲେ। କରୋନାକୁ ହରାଇବା ପାଇଁ ସଚେତନତା କରାଯାଇଥିଲା। ଲୋକମାନେ ସାବୁନରେ ନିୟମିତ ହାତ ଧୋଇବା, କାଶ ସମୟରେ ପାଟିରେ ରୁମାଲ ଘୋଡାଇବା ଏବଂ କରୋନା ଲକ୍ଷଣ ଦେଖାଦେବା ପରେ ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା କରିବା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। ଆଇସିଡି ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଧର୍ମେନ୍ଦ୍ର କୁମାର ମଧ୍ୟ ଏସଏଚଜିର ମହିଳାମାନଙ୍କୁ କରୋନୋ ଟିକା ନେବାକୁ ସଚେତନ କରାଇଥିଲେ। ଏହି କାର୍ଯ୍ଯକ୍ରମରେ ଆଇସିଡି ସଂଗଠନ ଦ୍ୱାରା ଏସଏଚଜିର ମହିଳାମାନଙ୍କୁ  ମାସ୍କ ଏବଂ ସାବୁନ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ  ସରପଞ୍ଚ  ଜଗମୋହନ ପ୍ରଧାନ, ବିମଲ କୁମାର ସିଂ, ଜ୍ୟୋତି ରଂଜନ ମହାପାତ୍ର, ଆଇସିଡିର ସ୍ବେଚ୍ଛାସେବୀ ସୁଭାଷ,  ମୁନା ଶର୍ମା, ସାନ୍ତୋଷ କୁମାର ଶାମା ଏବଂ ନୟବ ସରପଞ୍ଚ ସ୍ମୃତି ପ୍ରତୀମା ଦେବତା। ଏସଏଚଜି ଫେଡେରେସନ୍ ସଭାପତି ଶାନ୍ତିଲତା ଲେଙ୍କା ଇତ୍ୟାଦି ଅଂଶଗ୍ରହଣ କରିଥିଲେ।

https://www.thesakala.in/latest-odisha-news/a-corona-awareness-program-is-being-held-in-tamando/article-6306
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର