ପଠାଣୀ ସାମନ୍ତ ମେଧାବୃତ୍ତି ପାଇଁ ଆବେଦନ ଆରମ୍ଭ

The Sakala Picture
Published On

ଭୁବନେଶ୍ବର: ୨୦୨୦ବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଣୀ ସାମନ୍ତ ମେଧା ବୃଦ୍ଧି ପାଇଁ ଆବେଦନ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜୁନିୟର କଲେଜ ତଥା ହାୟର ସେକେଣ୍ଡାରୀ ସ୍କୁଲଗୁଡିକୁ ଏନେଇ ନିଜ ନିଜର ସ୍କଲାରସିପ ସେଲଫ ତୁରନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଟ୍ରିକ୍‌ରେ ଗଣିତ ବିଷୟ ରଖି ଯେଉଁ ଛାତ୍ରଛାତ୍ରୀ ଭଲ ମାର୍କ ହାସଲ କରିଥିବେ ସେମାନେ ଏହି ସ୍କଲାରସିପ୍ ଲାଗି ଆବେଦନ […]

ଭୁବନେଶ୍ବର: ୨୦୨୦ବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଣୀ ସାମନ୍ତ ମେଧା ବୃଦ୍ଧି ପାଇଁ ଆବେଦନ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜୁନିୟର କଲେଜ ତଥା ହାୟର ସେକେଣ୍ଡାରୀ ସ୍କୁଲଗୁଡିକୁ ଏନେଇ ନିଜ ନିଜର ସ୍କଲାରସିପ ସେଲଫ ତୁରନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଟ୍ରିକ୍‌ରେ ଗଣିତ ବିଷୟ ରଖି ଯେଉଁ ଛାତ୍ରଛାତ୍ରୀ ଭଲ ମାର୍କ ହାସଲ କରିଥିବେ ସେମାନେ ଏହି ସ୍କଲାରସିପ୍ ଲାଗି ଆବେଦନ କରିପାରିବେ । ରାଜ୍ୟର ୧ହଜାର ପିଲାଙ୍କୁ ଏହି ସ୍କଲାରସିପ ପ୍ରଦାନ କରାଯିବ। ତେବେ ଏଥିଲାଗି ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ନଭେମ୍ବର ୧୦ ସୁଦ୍ଧା କଲେଜ ସ୍ତରରେ ପିଲାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବାର ଶେଷ ତାରିଖ ନିର୍ଦ୍ଧାରିତ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗାଇଡଲାଇନ ଅନୁଯାୟୀ ଘେନ କରିଥିବା ପିଲାଙ୍କ ମଧ୍ୟରୁ ହଜାରେ ଜଣଙ୍କୁ ଏହି ସ୍କୁଲାରସିପ ଲାଗି ଚୟନ କରାଯିବ। ପ୍ରତ୍ୟେକ କୃତି ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ମେଧାବୃତ୍ତି ମିଳିବ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

22 Oct 2021 By The Sakala

ପଠାଣୀ ସାମନ୍ତ ମେଧାବୃତ୍ତି ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର: ୨୦୨୦ବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଣୀ ସାମନ୍ତ ମେଧା ବୃଦ୍ଧି ପାଇଁ ଆବେଦନ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜୁନିୟର କଲେଜ ତଥା ହାୟର ସେକେଣ୍ଡାରୀ ସ୍କୁଲଗୁଡିକୁ ଏନେଇ ନିଜ ନିଜର ସ୍କଲାରସିପ ସେଲଫ ତୁରନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଟ୍ରିକ୍‌ରେ ଗଣିତ ବିଷୟ ରଖି ଯେଉଁ ଛାତ୍ରଛାତ୍ରୀ ଭଲ ମାର୍କ ହାସଲ କରିଥିବେ ସେମାନେ ଏହି ସ୍କଲାରସିପ୍ ଲାଗି ଆବେଦନ କରିପାରିବେ । ରାଜ୍ୟର ୧ହଜାର ପିଲାଙ୍କୁ ଏହି ସ୍କଲାରସିପ ପ୍ରଦାନ କରାଯିବ। ତେବେ ଏଥିଲାଗି ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ନଭେମ୍ବର ୧୦ ସୁଦ୍ଧା କଲେଜ ସ୍ତରରେ ପିଲାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବାର ଶେଷ ତାରିଖ ନିର୍ଦ୍ଧାରିତ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗାଇଡଲାଇନ ଅନୁଯାୟୀ ଘେନ କରିଥିବା ପିଲାଙ୍କ ମଧ୍ୟରୁ ହଜାରେ ଜଣଙ୍କୁ ଏହି ସ୍କୁଲାରସିପ ଲାଗି ଚୟନ କରାଯିବ। ପ୍ରତ୍ୟେକ କୃତି ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ମେଧାବୃତ୍ତି ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର