ଧାନ ବିଲ ଜଗିଥିବା ସମୟରେ ଯୁବକଙ୍କୁ ଦଳିଦେଲା ହାତୀ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଚଂଳ ବାଲିବଦ୍ଧ ଫରେଷ୍ଟ ବିଟ ଅଚଂଳରେ ମଂଚାରେ ଧାନ ଜଗିଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦଳିଦେଇଥିବା ଜଣାପଡିଛି। ସୂଚନା ଅନୁସାରେ ବାଲିବନ୍ଧ ଫରେଷ୍ଟ ବିଟ୍ ଅଧନସ୍ଥ ପୁରାଣାପାଣିଠାରେ ଚମାରୁ ମୁଣ୍ଡା(୨୪ବର୍ଷ) ତାଙ୍କର ଧାନ କ୍ଷେତରେ ତିଆରି ମଂଚାରେ ଧାନ ଜଗିଥିଲେ। କିଛିଦିନ ହେବ ଚାଷ ବଚାଂଇବାପାଇଁ ଚମାରୁ ମଂଚାରେ ଧାନ ଜଗିଥାନ୍ତି। ରବିବାର ରାତ୍ରୀରେ ଧାନକ୍ଷେତ ଜଗିବାପରେ ସୋମବାର ଭୋରରୁ ମଂଚାରୁ ଓହ୍ଲାଇବାବେଳେ ତଳେ ଥିବା ହାତୀ ପଲ୍ଲରୁ ଗୋଟିଏ […]

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଚଂଳ ବାଲିବଦ୍ଧ ଫରେଷ୍ଟ ବିଟ ଅଚଂଳରେ ମଂଚାରେ ଧାନ ଜଗିଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦଳିଦେଇଥିବା ଜଣାପଡିଛି। ସୂଚନା ଅନୁସାରେ ବାଲିବନ୍ଧ ଫରେଷ୍ଟ ବିଟ୍ ଅଧନସ୍ଥ ପୁରାଣାପାଣିଠାରେ ଚମାରୁ ମୁଣ୍ଡା(୨୪ବର୍ଷ) ତାଙ୍କର ଧାନ କ୍ଷେତରେ ତିଆରି ମଂଚାରେ ଧାନ ଜଗିଥିଲେ। କିଛିଦିନ ହେବ ଚାଷ ବଚାଂଇବାପାଇଁ ଚମାରୁ ମଂଚାରେ ଧାନ ଜଗିଥାନ୍ତି। ରବିବାର ରାତ୍ରୀରେ ଧାନକ୍ଷେତ ଜଗିବାପରେ ସୋମବାର ଭୋରରୁ ମଂଚାରୁ ଓହ୍ଲାଇବାବେଳେ ତଳେ ଥିବା ହାତୀ ପଲ୍ଲରୁ ଗୋଟିଏ ହାତୀ ଚମାରୁକୁ ଟେକିନେଇ ଦଳିଦେଇଥିଲା। ଫଳରେ ଘଟଣା ସ୍ଥଲଳରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବାବେଳେ ବାମେବାରୀ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମାଲା ରୁଜ୍ଜୁ କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ପିଏମ୍ ସ୍ୱନିଧି ଋଣ ଉପରେ ସମ୍ପୂର୍ଣ୍ଣ ଷ୍ଟାମ୍ପ ଡ୍ୟୁଟି ଛାଡ଼ କଲେ ଓଡିଶା ସରକାର

27 Sep 2021 By The Sakala

ଧାନ ବିଲ ଜଗିଥିବା ସମୟରେ ଯୁବକଙ୍କୁ ଦଳିଦେଲା ହାତୀ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଚଂଳ ବାଲିବଦ୍ଧ ଫରେଷ୍ଟ ବିଟ ଅଚଂଳରେ ମଂଚାରେ ଧାନ ଜଗିଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦଳିଦେଇଥିବା ଜଣାପଡିଛି। ସୂଚନା ଅନୁସାରେ ବାଲିବନ୍ଧ ଫରେଷ୍ଟ ବିଟ୍ ଅଧନସ୍ଥ ପୁରାଣାପାଣିଠାରେ ଚମାରୁ ମୁଣ୍ଡା(୨୪ବର୍ଷ) ତାଙ୍କର ଧାନ କ୍ଷେତରେ ତିଆରି ମଂଚାରେ ଧାନ ଜଗିଥିଲେ। କିଛିଦିନ ହେବ ଚାଷ ବଚାଂଇବାପାଇଁ ଚମାରୁ ମଂଚାରେ ଧାନ ଜଗିଥାନ୍ତି। ରବିବାର ରାତ୍ରୀରେ ଧାନକ୍ଷେତ ଜଗିବାପରେ ସୋମବାର ଭୋରରୁ ମଂଚାରୁ ଓହ୍ଲାଇବାବେଳେ ତଳେ ଥିବା ହାତୀ ପଲ୍ଲରୁ ଗୋଟିଏ ହାତୀ ଚମାରୁକୁ ଟେକିନେଇ ଦଳିଦେଇଥିଲା। ଫଳରେ ଘଟଣା ସ୍ଥଲଳରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବାବେଳେ ବାମେବାରୀ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମାଲା ରୁଜ୍ଜୁ କରିଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର