ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଓଲଟିଲା ମାଛଧରା ଡଙ୍ଗା: ୨ନିଖୋଜ, ୫ ଉଦ୍ଧାର

The Sakala Picture
Published On

ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଏକ ଅଘଟଣ ଘଟିଯାଇଛି। ମାଛଧରା ଡଙ୍ଗା ଓଲଟିପଡିବାରୁ ୭ ମତ୍ସ୍ୟଜୀବୀ ପ୍ରଖର ସୁଅରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ଉଦ୍ଧାର ହୋଇଥିଲାବଳେ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ, ଗତ ଦୁଇଦିନ ତଳେ ମା’ ରାମଚଣ୍ଡୀ-୯୮ ନାମକ ଏକ ବୋଟରେ ୭ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଆଜି କୂଳକୁ ଫେରୁଥିବା ସମୟରେ ସମୁଦ୍ରର ପ୍ରଖର ସୁଅ ଆଗରେ ଡଙ୍ଗାଟି ଭାରସାମ୍ୟ […]

ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଏକ ଅଘଟଣ ଘଟିଯାଇଛି। ମାଛଧରା ଡଙ୍ଗା ଓଲଟିପଡିବାରୁ ୭ ମତ୍ସ୍ୟଜୀବୀ ପ୍ରଖର ସୁଅରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ଉଦ୍ଧାର ହୋଇଥିଲାବଳେ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ଗତ ଦୁଇଦିନ ତଳେ ମା’ ରାମଚଣ୍ଡୀ-୯୮ ନାମକ ଏକ ବୋଟରେ ୭ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଆଜି କୂଳକୁ ଫେରୁଥିବା ସମୟରେ ସମୁଦ୍ରର ପ୍ରଖର ସୁଅ ଆଗରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା। ବୋଟରେ ଥିବା ୭ଜଣ ମତ୍ସ୍ୟଜୀବୀ ପାଣିରେ ଛିଟିକି ପଡିଥିଲେ । ପଛରୁ ଆସୁଥିବା ଅନ୍ୟ ଏକ ବୋଟ ୫ଜଣଙ୍କୁ ଉଦ୍ଧାର କରିଥିଲା । ଅନ୍ୟପଟେ ନିଖୋଜ ଦୁଇ ଜଣ ମତ୍ସ୍ୟଜୀବୀ ଦାମଲ କାମରାଜୁ ଓ ସି.ଏଚ୍ ଦେଉଡଙ୍କୁ ଉଦ୍ଧାର କରିବା ପାଇଁ ମାଛଧରା ବୋଟ ଓ କୋଷ୍ଟଗାର୍ଡ ଅପ୍ରାଣ ଚେଷ୍ଟା ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିପଦା-ରାଇରଙ୍ଗପୁରରେ ବ୍ୟାପକ ସୁରକ୍ଷା ପ୍ରସ୍ତୁତି, ମୁତୟନ ହେବେ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ

19 Sep 2021 By The Sakala

ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଓଲଟିଲା ମାଛଧରା ଡଙ୍ଗା: ୨ନିଖୋଜ, ୫ ଉଦ୍ଧାର

ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଏକ ଅଘଟଣ ଘଟିଯାଇଛି। ମାଛଧରା ଡଙ୍ଗା ଓଲଟିପଡିବାରୁ ୭ ମତ୍ସ୍ୟଜୀବୀ ପ୍ରଖର ସୁଅରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ଉଦ୍ଧାର ହୋଇଥିଲାବଳେ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି।

ସୂଚନା ଅନୁଯାୟୀ, ଗତ ଦୁଇଦିନ ତଳେ ମା’ ରାମଚଣ୍ଡୀ-୯୮ ନାମକ ଏକ ବୋଟରେ ୭ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଆଜି କୂଳକୁ ଫେରୁଥିବା ସମୟରେ ସମୁଦ୍ରର ପ୍ରଖର ସୁଅ ଆଗରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା। ବୋଟରେ ଥିବା ୭ଜଣ ମତ୍ସ୍ୟଜୀବୀ ପାଣିରେ ଛିଟିକି ପଡିଥିଲେ । ପଛରୁ ଆସୁଥିବା ଅନ୍ୟ ଏକ ବୋଟ ୫ଜଣଙ୍କୁ ଉଦ୍ଧାର କରିଥିଲା । ଅନ୍ୟପଟେ ନିଖୋଜ ଦୁଇ ଜଣ ମତ୍ସ୍ୟଜୀବୀ ଦାମଲ କାମରାଜୁ ଓ ସି.ଏଚ୍ ଦେଉଡଙ୍କୁ ଉଦ୍ଧାର କରିବା ପାଇଁ ମାଛଧରା ବୋଟ ଓ କୋଷ୍ଟଗାର୍ଡ ଅପ୍ରାଣ ଚେଷ୍ଟା ଜାରି ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର