ମନୋରଞ୍ଜନ
ଓଡ଼ିଶା
ନନ୍ଦନକାନନ ପାଇଁ ଖୁସି ଖବର: ଜନ୍ମ ନେଲା ଗୟଳ ଶାବକ, ଗୟଳଙ୍କ ସଂଖ୍ୟା ୬କୁ ବୃଦ୍ଧି
ବାରଙ୍ଗ: ନନ୍ଦନକାନନ ପାଇଁ ଖୁସି ଖବର । ଗୁରୁବାର ନନ୍ଦନକାନନ ଖୁଆଡ ନଂ ୧୦୨ରେ ରହୁଥିବା ଗୟଳ ଏକ ଶାବକ ଜନ୍ମ ଦେଇଛି । ମାଆ ଓ ଛୁଆ ସୁସ୍ଥ ଅଛନ୍ତି ବୋଲି ନନ୍ଦନକାନନ ଉପନିର୍ଦେଶକ ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି । ନବଜାତକ ଶାବକକୁ ମିଶାଇ ନନ୍ଦନକାନନର ଗୟଳ ମାନଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୂର୍ବରୁ ତିନୋଟି ଅଣ୍ଡିରା ଓ ଦୁଇଟି ମାଇ ଥିଲେ ।

16 Sep 2021
By The Sakala

⊕ https://www.thesakala.in/latest-odisha-news/good-news-for-nandankanan-a-gayala-cubs-born/article-5445