ପ୍ରଭୁ ଗଣେଷଙ୍କ ଲଡୁ ୧ ଲକ୍ଷ ୨୫ ହଜାର ଟଙ୍କାରେ ହେଲା ନିଲାମ

The Sakala Picture
Published On

ରାଜନଗର: ରାଜନଗର ବ୍ଲକ ଓସ୍ତିଆ ପଂଚାୟତ ବାଲିକଣାର ମା’ ଜୟଦୁର୍ଗା କ୍ଲବ ପକ୍ଷରୁ ପ୍ରତିବର୍ଷ ଜାକଜମକରେ ଗଣେଷ ପୂଜା କରାଯାଇଥାଏ । ପ୍ରତିବର୍ଷ ଶ୍ରୀ ଗଣେଷଙ୍କ ପାଖରେ ପ୍ରସାଦ ଭାବେ ଲାଗି ହୋଇଥିବା ଲଡୁକୁ ନିଲାମ କରାଯାଇଥାଏ । ଚଳିତ ବର୍ଷ ଶ୍ରୀ ଗଣେଷଙ୍କ ପାଖରେ ୭କେଜି ଓଜନର ଦୁଇଟି ଲଡୁ ପ୍ରସାଦ ଭାବେ ଲାଗି ହୋଇଥିଲା । ଏହାକୁ ନିଲାମ ଡକାଯାଇଥିଲା । ନିଲାମରେ ବଢି ସେହି ଗାଁର ଉଦୟନାଥ ଦାସ ଓ ସାହିଲ ଦାସ […]

ରାଜନଗର: ରାଜନଗର ବ୍ଲକ ଓସ୍ତିଆ ପଂଚାୟତ ବାଲିକଣାର ମା’ ଜୟଦୁର୍ଗା କ୍ଲବ ପକ୍ଷରୁ ପ୍ରତିବର୍ଷ ଜାକଜମକରେ ଗଣେଷ ପୂଜା କରାଯାଇଥାଏ । ପ୍ରତିବର୍ଷ ଶ୍ରୀ ଗଣେଷଙ୍କ ପାଖରେ ପ୍ରସାଦ ଭାବେ ଲାଗି ହୋଇଥିବା ଲଡୁକୁ ନିଲାମ କରାଯାଇଥାଏ । ଚଳିତ ବର୍ଷ ଶ୍ରୀ ଗଣେଷଙ୍କ ପାଖରେ ୭କେଜି ଓଜନର ଦୁଇଟି ଲଡୁ ପ୍ରସାଦ ଭାବେ ଲାଗି ହୋଇଥିଲା । ଏହାକୁ ନିଲାମ ଡକାଯାଇଥିଲା । ନିଲାମରେ ବଢି ସେହି ଗାଁର ଉଦୟନାଥ ଦାସ ଓ ସାହିଲ ଦାସ ବଡ ଲଡୁକୁ ୮୭ ହଜାର ୫ଶହ ଟଙ୍କାରେ ନିଲାମ ନେଇଥିବା ବେଳେ ଛୋଟ ଲଡୁକୁ ସୁଧାକର ଜେନା ୩୭ ହଜାର ୭୦୧ ଟଙ୍କାରେ ନିଲାମ ନେଇଥିଲେ । ଗତ ବର୍ଷ ଲଡୁ ଦୁଇଟି ୨ ଲକ୍ଷ ୬ ହଜାର ଟଙ୍କାରେ ନିଲାମ ହୋଇଥିଲା । କରୋନା ମହାମାରୀ ପାଇଁ ଗାଁର ଯୁବକଙ୍କ ବେପାରରେ ମାନ୍ଦାବସ୍ଥା ଥିବାରୁ ଏଥର ନିଲାମ ଅର୍ଥ କମିଛି । ଏହି ଟଙ୍କା କମିଟିରେ ରଖାଯାଇ ପୂଜା ପାର୍ବଣ ସହିତ ବିଭିନ୍ନ ଜନହିତକର କାର୍ଯ୍ୟ କରାଯାଇଥାଏ । କ୍ଲବର ସଭାପତି ରାଧାକାନ୍ତ ରାଉତରାୟ, ସଂପାଦକ ପବିତ୍ର ମୋହନ ରାଉତ, କୋଷାଧ୍ୟକ୍ଷ ଶୈଳେନ୍ଦ୍ର ଦାସ, ବାସୁଦେବ ମହାନ୍ତି, ବିପିନି ଦାସ, ଅରୁଣ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

14 Sep 2021 By The Sakala

ପ୍ରଭୁ ଗଣେଷଙ୍କ ଲଡୁ ୧ ଲକ୍ଷ ୨୫ ହଜାର ଟଙ୍କାରେ ହେଲା ନିଲାମ

ରାଜନଗର: ରାଜନଗର ବ୍ଲକ ଓସ୍ତିଆ ପଂଚାୟତ ବାଲିକଣାର ମା’ ଜୟଦୁର୍ଗା କ୍ଲବ ପକ୍ଷରୁ ପ୍ରତିବର୍ଷ ଜାକଜମକରେ ଗଣେଷ ପୂଜା କରାଯାଇଥାଏ । ପ୍ରତିବର୍ଷ ଶ୍ରୀ ଗଣେଷଙ୍କ ପାଖରେ ପ୍ରସାଦ ଭାବେ ଲାଗି ହୋଇଥିବା ଲଡୁକୁ ନିଲାମ କରାଯାଇଥାଏ । ଚଳିତ ବର୍ଷ ଶ୍ରୀ ଗଣେଷଙ୍କ ପାଖରେ ୭କେଜି ଓଜନର ଦୁଇଟି ଲଡୁ ପ୍ରସାଦ ଭାବେ ଲାଗି ହୋଇଥିଲା । ଏହାକୁ ନିଲାମ ଡକାଯାଇଥିଲା । ନିଲାମରେ ବଢି ସେହି ଗାଁର ଉଦୟନାଥ ଦାସ ଓ ସାହିଲ ଦାସ ବଡ ଲଡୁକୁ ୮୭ ହଜାର ୫ଶହ ଟଙ୍କାରେ ନିଲାମ ନେଇଥିବା ବେଳେ ଛୋଟ ଲଡୁକୁ ସୁଧାକର ଜେନା ୩୭ ହଜାର ୭୦୧ ଟଙ୍କାରେ ନିଲାମ ନେଇଥିଲେ । ଗତ ବର୍ଷ ଲଡୁ ଦୁଇଟି ୨ ଲକ୍ଷ ୬ ହଜାର ଟଙ୍କାରେ ନିଲାମ ହୋଇଥିଲା । କରୋନା ମହାମାରୀ ପାଇଁ ଗାଁର ଯୁବକଙ୍କ ବେପାରରେ ମାନ୍ଦାବସ୍ଥା ଥିବାରୁ ଏଥର ନିଲାମ ଅର୍ଥ କମିଛି । ଏହି ଟଙ୍କା କମିଟିରେ ରଖାଯାଇ ପୂଜା ପାର୍ବଣ ସହିତ ବିଭିନ୍ନ ଜନହିତକର କାର୍ଯ୍ୟ କରାଯାଇଥାଏ । କ୍ଲବର ସଭାପତି ରାଧାକାନ୍ତ ରାଉତରାୟ, ସଂପାଦକ ପବିତ୍ର ମୋହନ ରାଉତ, କୋଷାଧ୍ୟକ୍ଷ ଶୈଳେନ୍ଦ୍ର ଦାସ, ବାସୁଦେବ ମହାନ୍ତି, ବିପିନି ଦାସ, ଅରୁଣ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର