ମିଳିଲା ସ୍ୱିଗି ଡେଲିଭରି ବୟଙ୍କ ସନ୍ଧାନ; ନିଜେ ହିଁ ରଚିଥିଲା ନିଜ ଅପହରଣର ନାଟକ

The Sakala Picture
Published On

ଭୁବନେଶ୍ୱର: ମିଳିଲା ସ୍ୱିଗି ଡେଲିଭରି ବୟଙ୍କ ସନ୍ଧାନ । ପ୍ରେମ ପାଇଁ ନିଜେ ହିଁ ରଚିଥିଲା ନିଜ ଅପହରଣର ନାଟକ । ଏପରି କିଛି ଚାଞ୍ଚଲ୍ୟକର ତଥ୍ୟ ମିଳିଛି ରାଜଧାନୀର ଧଉଳି ନିକଟରୁ ଗତ ୧୧ ତାରିଖ ରାତିରେ ନିଖୋଜ ହୋଇଥିବା ସ୍ୱିଗି ଡେଲିଭରି ବୟଙ୍କ ନିକଟରୁ । ଡେଲିଭରି ବୟ ପତିତପାବନ ପୃଷ୍ଟି ଅପହୃତ ହୋଇ ନ ଥିଲା,ବରଂ ନିଜେ ହିଁ ନିଜର ଅପହରଣର ନାଟକ ରଚିଥିଲା । ସିସିଟିଭିରୁ ଧରାପଡିଲା ଅପହରଣର ନାଟକ । […]

ଭୁବନେଶ୍ୱର: ମିଳିଲା ସ୍ୱିଗି ଡେଲିଭରି ବୟଙ୍କ ସନ୍ଧାନ । ପ୍ରେମ ପାଇଁ ନିଜେ ହିଁ ରଚିଥିଲା ନିଜ ଅପହରଣର ନାଟକ । ଏପରି କିଛି ଚାଞ୍ଚଲ୍ୟକର ତଥ୍ୟ ମିଳିଛି ରାଜଧାନୀର ଧଉଳି ନିକଟରୁ ଗତ ୧୧ ତାରିଖ ରାତିରେ ନିଖୋଜ ହୋଇଥିବା ସ୍ୱିଗି ଡେଲିଭରି ବୟଙ୍କ ନିକଟରୁ । ଡେଲିଭରି ବୟ ପତିତପାବନ ପୃଷ୍ଟି ଅପହୃତ ହୋଇ ନ ଥିଲା,ବରଂ ନିଜେ ହିଁ ନିଜର ଅପହରଣର ନାଟକ ରଚିଥିଲା । ସିସିଟିଭିରୁ ଧରାପଡିଲା ଅପହରଣର ନାଟକ । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା । ରାଜ୍ୟ ବାହାରେ ଅଟକ ରଖିଛି ପୋଲିସ । ତେବେ ଏ ନେଇ ପୋଲିସ ବିସ୍ତୃତ ସୂଚନା ଦେବ ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର