ଖସୁଛି କରୋନା ଗ୍ରାଫ : ଆଜି ରାଜ୍ୟରୁ ୮୮୭ କରୋନା ପଜିଟିଭ୍, ଆଉ ୧୩୧ ପିଲା ସଂକ୍ରମିତ
ଭୁବନେଶ୍ବର : ତୃତୀୟ ଲହରକୁ ବିଶେଷଜ୍ଞ ଓ କେନ୍ଦ୍ର ସରକାରଙ୍କର ପୂର୍ବାନୁମାନକୁ ନେଇ ଆଶଙ୍କା ଦୂର ହେଉ ନାହିଁ। ତେବେ ଏହି ଭୟ ଓ ଆଶଙ୍କା ଭିତରେ ଦୈନିକ ସଂକ୍ରମଣରେ ହ୍ରାସ ଆଶ୍ବସ୍ତି ଦେଇଛି। ରାଜ୍ୟରେ ଦୈନିକ ଆକ୍ରାନ୍ତ ଓ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବହୁତ କମିଛି। ବୁଧବାର ସକାଳ ସୁଦ୍ଧା ୨୮ ଜିଲ୍ଲାରୁ ୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୧୩୧ ଜଣ ପଜିଟିଭ୍ ଅନ୍ତର୍ଭୁକ୍ତ। […]
ଭୁବନେଶ୍ବର : ତୃତୀୟ ଲହରକୁ ବିଶେଷଜ୍ଞ ଓ କେନ୍ଦ୍ର ସରକାରଙ୍କର ପୂର୍ବାନୁମାନକୁ ନେଇ ଆଶଙ୍କା ଦୂର ହେଉ ନାହିଁ। ତେବେ ଏହି ଭୟ ଓ ଆଶଙ୍କା ଭିତରେ ଦୈନିକ ସଂକ୍ରମଣରେ ହ୍ରାସ ଆଶ୍ବସ୍ତି ଦେଇଛି। ରାଜ୍ୟରେ ଦୈନିକ ଆକ୍ରାନ୍ତ ଓ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବହୁତ କମିଛି। ବୁଧବାର ସକାଳ ସୁଦ୍ଧା ୨୮ ଜିଲ୍ଲାରୁ ୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୧୩୧ ଜଣ ପଜିଟିଭ୍ ଅନ୍ତର୍ଭୁକ୍ତ। ସେପ୍ଟେମ୍ବର ମାସରେ ତୃତୀୟ ଲହର ଆରମ୍ଭ ହେବା ନେଇ ଭବିଷ୍ୟବାଣୀ ମଧ୍ୟରେ ନିମ୍ନଗାମୀ ସଂକ୍ରମଣ ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି।
Covid-19 Report For 24th August
New Positive Cases: 887
Of which 0-18 years: 131
In quarantine: 515
Local contacts: 372(Details of local contacts will be shared by concerned Dist Administration)
District Wise Cases:
1. Angul: 27
2. Balasore: 56
3. Bargarh: 9
4. Bhadrak: 9— I & PR Department, Odisha (@IPR_Odisha) August 25, 2021
୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୧୩୧ ପଜିଟିଭ୍ । ନୂଆ ସଂକ୍ରମିତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୫୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୨ ।ଆଜି ୨୮ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩, ଅନୁଗୁଳ ଜିଲ୍ଲାରୁ ୨୭ଜଣ, ବାଲେଶ୍ୱର ଜିଲ୍ଲାରୁ ୫୬ଜଣ, ବରଗଡ଼ ଜିଲ୍ଲାରୁ ୯ଜଣ, ଭଦ୍ରକ ଜିଲ୍ଲାରୁ ୯ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୧୯ଜଣ, ଦେଓଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୬ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୨ଜଣ, ଜଗତସିଂହପୁର ଜିଲ୍ଲାରୁ ୩୭ଜଣ, ଯାଜପୁର ଜିଲ୍ଲାରୁ ୪୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୯ଜଣ, କୋରାପୁଟ ଜିଲ୍ଲାରୁ ୪ଜଣ, ମାଲକାନଗିରି ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୧୧ଜଣ, ନୂଆପଡ଼ା ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୩୯ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୨୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭ଜଣ, ଷ୍ଟେଟ ପୁଲ୍ରୁ ୬୯ଜଣ ରହିଛନ୍ତି । ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ବାହାରି ନାହାନ୍ତି ।
22. Nawarangpur: 2
23. Nayagarh: 11
24. Nuapada: 3
25. Puri: 39
26. Rayagada: 2
27. Sambalpur: 21
28. Sundargarh: 7
29. State Pool: 69New recoveries: 1035
Cumulative tested: 17666741
Positive: 1003210
Recovered: 987369
Active cases: 8226— I & PR Department, Odisha (@IPR_Odisha) August 25, 2021
ସୂଚନାଯୋଗ୍ୟ ୨୪ ଘଣ୍ଟାରେ ୬୮ହଜାର ୭୧୭ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୧.୨୯ ପ୍ରତିଶତ । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୩ହଜାର ୨୧୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୮୭ହଜାର ୩୬୯ ଆକ୍ରାନ୍ତ । ଏବେ ରାଜ୍ୟରେ ୮ହଜାର ୨୨୬ ଆକ୍ଟିଭ୍ କେସ୍ ରହିଛି ।