ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

Madhusudan Das Picture
Published On

ଢ଼େଙ୍କାନାଳ: ପୋଲିସ ଗିରଫ ଭୟରେ ଝୁଲିପଡ଼ିଲେ ଯୁବକ । ଢେଙ୍କାନାଳ ଜିଲ୍ଲା ନିମିଧା ଗାଁର ବାଲିରତ୍ନପୁର ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା  । ୨୧ ବର୍ଷୀୟ ଯୁବକ ବେଣୁପାଣି ସାହୁ ଘର ଭିତରେ ରସି ଦେଇ ଆତ୍ମହତ୍ୟା କରିଦେଇଛନ୍ତି । ମୃତକ ବେଣୁପାଣି ଅନୁଗୁଳର ଜଣେ ନାବାଳିକାକୁ ପ୍ରେମ କରୁଥିଲେ । ଉଭୟ ଘରୁ ଲୁଚି କିଛି ଦିନ ପାଇଁ ମୁମ୍ବାଇ ପଳାଇଥିଲେ। ଝିଅଙ୍କ ପରିବାର ପକ୍ଷରୁ ଅନୁଗୋଳ ସଦର ଥାନାରେ ଅଭିଯୋଗ ଆଧାରରେ ବେଣୁର ବାପା-ମା' ଓ ୨ ସମ୍ପର୍କୀୟଙ୍କୁ ପୋଲିସ ୩ ଧରି ଅଟକ ରଖିଛି ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ମୁମ୍ବାଇରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ବେଣୁପାଣି । ତେବେ ଏହା ସହିନପାରି ବେଣୁ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ବେକରେ ରଶି ଲଗାଇ ଜୀବନ ହାରିଥିବା ଜଣାପଡିଛି । ନାବାଳିକା ପତ୍ନୀ ନିଜ ବାପାମାଆଙ୍କ ଯୋଗୁଁ ବେଣୁର ଜୀବନ ଗଲା ବୋଲି କହୁଥିବା ଜଣାପଡିଛି । ତେବେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ବେଣୁଙ୍କ ପରିବାର ଲୋକ ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

24 Apr 2026 By Madhusudan Das

ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

ଢ଼େଙ୍କାନାଳ: ପୋଲିସ ଗିରଫ ଭୟରେ ଝୁଲିପଡ଼ିଲେ ଯୁବକ । ଢେଙ୍କାନାଳ ଜିଲ୍ଲା ନିମିଧା ଗାଁର ବାଲିରତ୍ନପୁର ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା  । ୨୧ ବର୍ଷୀୟ ଯୁବକ ବେଣୁପାଣି ସାହୁ ଘର ଭିତରେ ରସି ଦେଇ ଆତ୍ମହତ୍ୟା କରିଦେଇଛନ୍ତି । ମୃତକ ବେଣୁପାଣି ଅନୁଗୁଳର ଜଣେ ନାବାଳିକାକୁ ପ୍ରେମ କରୁଥିଲେ । ଉଭୟ ଘରୁ ଲୁଚି କିଛି ଦିନ ପାଇଁ ମୁମ୍ବାଇ ପଳାଇଥିଲେ। ଝିଅଙ୍କ ପରିବାର ପକ୍ଷରୁ ଅନୁଗୋଳ ସଦର ଥାନାରେ ଅଭିଯୋଗ ଆଧାରରେ ବେଣୁର ବାପା-ମା' ଓ ୨ ସମ୍ପର୍କୀୟଙ୍କୁ ପୋଲିସ ୩ ଧରି ଅଟକ ରଖିଛି ।

ମୁମ୍ବାଇରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ବେଣୁପାଣି । ତେବେ ଏହା ସହିନପାରି ବେଣୁ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ବେକରେ ରଶି ଲଗାଇ ଜୀବନ ହାରିଥିବା ଜଣାପଡିଛି । ନାବାଳିକା ପତ୍ନୀ ନିଜ ବାପାମାଆଙ୍କ ଯୋଗୁଁ ବେଣୁର ଜୀବନ ଗଲା ବୋଲି କହୁଥିବା ଜଣାପଡିଛି । ତେବେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ବେଣୁଙ୍କ ପରିବାର ଲୋକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର