କଟକ SCB ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାରେ ଗଭୀର ଦୁଃଖ ପ୍ରକାଶ କଲେ ନବୀନ
ଭୁବନେଶ୍ବର : କଟକ SCB ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ନବୀନ । ଗୁରୁତର ଆହତଙ୍କ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସେ ଦାବି କରିଛନ୍ତି । କଟକ ମେୟର ଓ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କୁ ଘଟଣାସ୍ଥଳରେ ପହଂଚି ସହାୟତା ଯୋଗାଇବାକୁ ନିର୍ଦ୍ଦେଶ । SCB ମେଡିକାଲ ଯିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ।
16 Mar 2026
By Madhusudan Das

⊕ https://www.thesakala.in/latest-odisha-news/naveen-patnaik-expressed-deep-grief-over-the-fire-incident-at-scb-medical/article-45376