IED ବିସ୍ଫୋରଣରେ ଜଣେ ଯବାନ ସହିଦ, ୨ ଗୁରୁତର ...

Deviprasad Mohanty Picture
Published On

ରାଉରକେଲା: ଝାଡ଼ଖଣ୍ଡ ରାଜ୍ୟ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣରେ ଜଣେ CRPF କନଷ୍ଟେବଳ ସହିଦ ହୋଇଛନ୍ତି। ସହିଦ କନଷ୍ଟେବଳ ଆସାମର ମହେନ୍ଦ୍ର ଲସକର। ଅନ୍ୟ ଜଣେ ଏଏସଆଇ ଓ ଇନ୍ସପେକ୍ଟର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଇନ୍ସପେକ୍ଟର କୈଶଲ କୁମାର ମିଶ୍ର ଏବଂ ଏଏସଆଇ ରାମକୃଷ୍ଣ ଗରାଇଙ୍କୁ ଏୟାର ଲିଫ୍ଟ କରାଯିବ। ରାଉରକେଲା ଆପୋଲୋ ହସ୍ପିଟାଲରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ଏମ୍ସ ନିଆଯିବ। ଗତକାଲି ଦୁଇଟି ବିସ୍ଫୋରଣରେ CRPF ର ଜଣେ ଇନ୍ସପେକ୍ଟର ଓ ଜଣେ ଏଏସ ଆଇ ଗୁରୁତର ଆହତ ହେବା ସହ  ଜଣେ କନେଷ୍ଟବଳ ସହିଦ ହୋଇଛନ୍ତି। ଗୁରୁତର ଆହତ ଇନ୍ସପେକ୍ଟର ଓ ଏଏସଆଇ ରାଉରକେଲା  ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ସରଣ୍ଡା ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

11 Oct 2025 By Deviprasad Mohanty

IED ବିସ୍ଫୋରଣରେ ଜଣେ ଯବାନ ସହିଦ, ୨ ଗୁରୁତର ...

ରାଉରକେଲା: ଝାଡ଼ଖଣ୍ଡ ରାଜ୍ୟ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣରେ ଜଣେ CRPF କନଷ୍ଟେବଳ ସହିଦ ହୋଇଛନ୍ତି। ସହିଦ କନଷ୍ଟେବଳ ଆସାମର ମହେନ୍ଦ୍ର ଲସକର। ଅନ୍ୟ ଜଣେ ଏଏସଆଇ ଓ ଇନ୍ସପେକ୍ଟର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଇନ୍ସପେକ୍ଟର କୈଶଲ କୁମାର ମିଶ୍ର ଏବଂ ଏଏସଆଇ ରାମକୃଷ୍ଣ ଗରାଇଙ୍କୁ ଏୟାର ଲିଫ୍ଟ କରାଯିବ। ରାଉରକେଲା ଆପୋଲୋ ହସ୍ପିଟାଲରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ଏମ୍ସ ନିଆଯିବ। ଗତକାଲି ଦୁଇଟି ବିସ୍ଫୋରଣରେ CRPF ର ଜଣେ ଇନ୍ସପେକ୍ଟର ଓ ଜଣେ ଏଏସ ଆଇ ଗୁରୁତର ଆହତ ହେବା ସହ  ଜଣେ କନେଷ୍ଟବଳ ସହିଦ ହୋଇଛନ୍ତି। ଗୁରୁତର ଆହତ ଇନ୍ସପେକ୍ଟର ଓ ଏଏସଆଇ ରାଉରକେଲା  ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ସରଣ୍ଡା ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି।

https://www.thesakala.in/latest-odisha-news/one-jawan-martyred-and-two-critically-injured-in-an-ied-explosion/article-42657
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର