ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା, ୮ ଦିନ ଧରି ଚାଲିବ…

The Sakala Picture
Published On

କଟକ: ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା। ୫ ରୁ ୧୨ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ବାଲିଯାତ୍ରା। କେବଳ ଗଡଗଡିଆ ସମ୍ମୁଖ ତଳ ପଡ଼ିଆରେ ହେବ ବାଲିଯାତ୍ରା।ଉପର ପଡ଼ିଆ ବାଲିଯାତ୍ରା ହେବ ନାହିଁ। ଉପର ପଡିଆରେ ଗାଡି ପାର୍କିଂ ହେବ। ତଳ ପଡ଼ିଆର ୬୦ ଏକର ଜାଗା ବାଲିଯାତ୍ରା ହେବ। ଅନଲାଇନ ମାଧ୍ୟମରେ ପ୍ଲଟ ବୁକିଂ କରାଯିବ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର