ସ୍କୁଲରେ କଡ଼ାକଡ଼ି ହେବ ନିର୍ଯାତନା ଆଇନ, ରାଜ୍ୟର ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି…

The Sakala Picture
Published On

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ।  ସ୍କୁଲରେ କଡ଼ାକଡ଼ି ହେବ ନିର୍ଯାତନା ଆଇନ। ରାଜ୍ୟର ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖଛି। କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଏବଂ ଛାତ୍ରୀଙ୍କ ପାଇଁ ସ୍କୁଲରେ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବାକୁ ଚିଠି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ତିଆରି ହେବ। ବିଭିନ୍ନ ହେଲପଲାଇନ ନମ୍ବର ଜାରି କଲା ବିଭାଗ। ଓମେନ […]

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ।  ସ୍କୁଲରେ କଡ଼ାକଡ଼ି ହେବ ନିର୍ଯାତନା ଆଇନ। ରାଜ୍ୟର ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖଛି। କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଏବଂ ଛାତ୍ରୀଙ୍କ ପାଇଁ ସ୍କୁଲରେ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବାକୁ ଚିଠି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ତିଆରି ହେବ। ବିଭିନ୍ନ ହେଲପଲାଇନ ନମ୍ବର ଜାରି କଲା ବିଭାଗ। ଓମେନ ହେଲ୍ପଲାଇନ- ୧୮୧, ଶିଶୁ ହେଲ୍ପଲାଇନ-୧୦୯୮। ପୋଲିସ ହେଲ୍ପଲାଇନ-୧୧୨। ଆବଶ୍ୟକୀୟ ଜରୁରୀ ସହାୟତା ପାଇଁ ଏହି ହେଲପ ଲାଇନ ନମ୍ବର ଜାରି ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର-୧୮୦୦୩୪୫୬୭୨୨। ସୁଦୃଶ୍ୟ ସ୍ଥାନରେ ହେଲ୍ପଲାଇନ ନମ୍ବର ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମକ୍ଷେତ୍ର, ବିଦ୍ୟାଳୟ ଓ ହଷ୍ଟେଲରେ ହେଲ୍ପଲାଇନ ନଂ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

17 Jul 2025 By The Sakala

ସ୍କୁଲରେ କଡ଼ାକଡ଼ି ହେବ ନିର୍ଯାତନା ଆଇନ, ରାଜ୍ୟର ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି…

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ।  ସ୍କୁଲରେ କଡ଼ାକଡ଼ି ହେବ ନିର୍ଯାତନା ଆଇନ। ରାଜ୍ୟର ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖଛି। କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଏବଂ ଛାତ୍ରୀଙ୍କ ପାଇଁ ସ୍କୁଲରେ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବାକୁ ଚିଠି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ତିଆରି ହେବ। ବିଭିନ୍ନ ହେଲପଲାଇନ ନମ୍ବର ଜାରି କଲା ବିଭାଗ। ଓମେନ ହେଲ୍ପଲାଇନ- ୧୮୧, ଶିଶୁ ହେଲ୍ପଲାଇନ-୧୦୯୮। ପୋଲିସ ହେଲ୍ପଲାଇନ-୧୧୨। ଆବଶ୍ୟକୀୟ ଜରୁରୀ ସହାୟତା ପାଇଁ ଏହି ହେଲପ ଲାଇନ ନମ୍ବର ଜାରି ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର-୧୮୦୦୩୪୫୬୭୨୨। ସୁଦୃଶ୍ୟ ସ୍ଥାନରେ ହେଲ୍ପଲାଇନ ନମ୍ବର ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମକ୍ଷେତ୍ର, ବିଦ୍ୟାଳୟ ଓ ହଷ୍ଟେଲରେ ହେଲ୍ପଲାଇନ ନଂ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର