ପରିସ୍ଥିତି ସୁଧୁରିଲେ ଆଗକୁ ହୋଇପାରେ ସମ୍ପୂର୍ଣ୍ଣ ଅନ୍‌ଲକ୍‌

The Sakala Picture
Published On

ଭୁବନେଶ୍ୱର: ପରିସ୍ଥିତି ସୁଧୁରିଲେ ଆଗକୁ ହୋଇପାରେ ସମ୍ପୂର୍ଣ୍ଣ ଅନ୍‌ଲକ୍‌ । ଭୁବନେଶ୍ୱରରେ ଲୋକଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠାରେ ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ୱରରେ ସର୍ଭେଲାନ୍ସ ବଢ଼ାଯାଇଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେହିପରି ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ କରାଯିବ। ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ। ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ। ତରବରିଆ ନିଷ୍ପତ୍ତି ନେଲେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି […]

ଭୁବନେଶ୍ୱର: ପରିସ୍ଥିତି ସୁଧୁରିଲେ ଆଗକୁ ହୋଇପାରେ ସମ୍ପୂର୍ଣ୍ଣ ଅନ୍‌ଲକ୍‌ । ଭୁବନେଶ୍ୱରରେ ଲୋକଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠାରେ ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ୱରରେ ସର୍ଭେଲାନ୍ସ ବଢ଼ାଯାଇଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେହିପରି ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ କରାଯିବ। ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ। ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ। ତରବରିଆ ନିଷ୍ପତ୍ତି ନେଲେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଏହାସହ ମେଡ଼ିକାଲ କଲେଜକୁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

27 Jul 2021 By The Sakala

ପରିସ୍ଥିତି ସୁଧୁରିଲେ ଆଗକୁ ହୋଇପାରେ ସମ୍ପୂର୍ଣ୍ଣ ଅନ୍‌ଲକ୍‌

ଭୁବନେଶ୍ୱର: ପରିସ୍ଥିତି ସୁଧୁରିଲେ ଆଗକୁ ହୋଇପାରେ ସମ୍ପୂର୍ଣ୍ଣ ଅନ୍‌ଲକ୍‌ । ଭୁବନେଶ୍ୱରରେ ଲୋକଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠାରେ ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ୱରରେ ସର୍ଭେଲାନ୍ସ ବଢ଼ାଯାଇଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେହିପରି ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ କରାଯିବ। ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ। ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ। ତରବରିଆ ନିଷ୍ପତ୍ତି ନେଲେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଏହାସହ ମେଡ଼ିକାଲ କଲେଜକୁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର