ଆବାସ ଯୋଜନାରେ ଘର ତିଆରି ପାଇଁ ଏଣିକି ରାଜ୍ୟ ସରକାର ଦେବେ ବାଲି…
ଭୁବନେଶ୍ବର: ପିଏମ୍ ଆବାସ ଯୋଜନାରେ ଘର ପାଇଁ ମାଗଣା ବାଲି ମିଳିବ। ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍ ବାଲି ଦେବେ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏନେଇ ପରମିଟ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି। ବାଲି ଉଠାଣ ପାଇଁ ହାଇଓ୍ବା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ ବୋଲି ମନ୍ତ୍ରୀ କହିଛନ୍ତି।

07 Jun 2025
By The Sakala

⊕ https://www.thesakala.in/latest-odisha-news/state-govet-will-now-provide-sand-for-the-construction-of-houses-under-the-housing-scheme/article-41023