ପୁଣି ବିଜୁଙ୍କୁ ସମ୍ମାନ ଦେବ ରୁଷ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏତ ୟୁନିୟନକୁ ସହାୟତା ଲାଗି ମିଳିବ ସମ୍ମାନ

The Sakala Picture
Published On

ଭୁବନେଶ୍ବର: ପୁଣି ବିଜୁଙ୍କୁ ସମ୍ମାନ ଦେବ ରୁଷ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତା ଲାଗି ମିଳିବ ସମ୍ମାନ। ନାଜି ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତି ଅବସରରେ ସମ୍ମାନିତ ହେବେ ସ୍ୱର୍ଗତ ବିଜୁ ବାବୁ। ଆସନ୍ତା ୯ ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟକୁ ପୂରୁଛି ୮୦ ବର୍ଷ। ୭ ତାରିଖ ସକାଳେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ପାଇଁ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର […]

ଭୁବନେଶ୍ବର: ପୁଣି ବିଜୁଙ୍କୁ ସମ୍ମାନ ଦେବ ରୁଷ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତା ଲାଗି ମିଳିବ ସମ୍ମାନ। ନାଜି ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତି ଅବସରରେ ସମ୍ମାନିତ ହେବେ ସ୍ୱର୍ଗତ ବିଜୁ ବାବୁ। ଆସନ୍ତା ୯ ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟକୁ ପୂରୁଛି ୮୦ ବର୍ଷ। ୭ ତାରିଖ ସକାଳେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ପାଇଁ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତି ଅବସରରେ ସମ୍ମାନିତ ହୋଇଥିଲେ ବିଜୁ। ୧୯୯୫ ମସିହାରେ ବିଜୁବାବୁଙ୍କୁ ଜୁବୁଲି ମେଡାଲରେ ସମ୍ମାନିତ କରାଯାଇଥିଲା। ସମସ୍ତ ପ୍ରତିବନ୍ଧକ ସତ୍ୱେ ବିଜୁ ଷ୍ଟାଲିନ ଗ୍ରେଡରେ ବିମାନ ଅବତରଣ କରି ରୁଷର ରେଡ ଆର୍ମିକୁ ସହାୟତା କରିଥିଲେ। ଆସନ୍ତା ୭ ତାରିଖ ସକାଳେ ହିରୋଙ୍କର ନାମଫଳକ ଅନାବରଣ କରିବେ ରୁଷ ରାଷ୍ଟ୍ରଦୂତ। ଫଳକରେ ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ନାଁ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

05 May 2025 By The Sakala

ପୁଣି ବିଜୁଙ୍କୁ ସମ୍ମାନ ଦେବ ରୁଷ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏତ ୟୁନିୟନକୁ ସହାୟତା ଲାଗି ମିଳିବ ସମ୍ମାନ

ଭୁବନେଶ୍ବର: ପୁଣି ବିଜୁଙ୍କୁ ସମ୍ମାନ ଦେବ ରୁଷ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତା ଲାଗି ମିଳିବ ସମ୍ମାନ। ନାଜି ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତି ଅବସରରେ ସମ୍ମାନିତ ହେବେ ସ୍ୱର୍ଗତ ବିଜୁ ବାବୁ। ଆସନ୍ତା ୯ ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟକୁ ପୂରୁଛି ୮୦ ବର୍ଷ। ୭ ତାରିଖ ସକାଳେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ପାଇଁ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତି ଅବସରରେ ସମ୍ମାନିତ ହୋଇଥିଲେ ବିଜୁ। ୧୯୯୫ ମସିହାରେ ବିଜୁବାବୁଙ୍କୁ ଜୁବୁଲି ମେଡାଲରେ ସମ୍ମାନିତ କରାଯାଇଥିଲା। ସମସ୍ତ ପ୍ରତିବନ୍ଧକ ସତ୍ୱେ ବିଜୁ ଷ୍ଟାଲିନ ଗ୍ରେଡରେ ବିମାନ ଅବତରଣ କରି ରୁଷର ରେଡ ଆର୍ମିକୁ ସହାୟତା କରିଥିଲେ। ଆସନ୍ତା ୭ ତାରିଖ ସକାଳେ ହିରୋଙ୍କର ନାମଫଳକ ଅନାବରଣ କରିବେ ରୁଷ ରାଷ୍ଟ୍ରଦୂତ। ଫଳକରେ ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ନାଁ ଉଲ୍ଲେଖ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର