ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ ବାଲିପାଟଣା

The Sakala Picture
Published On

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ବ୍ୟାପକ ନିଶା କାରବାର ହେଉଥିବା ଅଭିଯୋଗ ଆସୁଛି। ବିଭିନ୍ନ ଛକ ମାନଙ୍କରେ ଗଞ୍ଜେଇ, ମଦ ଠାରୁ ଆରମ୍ଭ କରି ବ୍ରାଉନସୁଗର କାରବାର ହେଉଛି। ବିଶେଷକରି ସନ୍ଧ୍ୟା ସମୟରେ ଏହି ନିଶା ବ୍ୟବସାୟୀ ମାନେ ସକ୍ରିୟ ହେଉଛନ୍ତି। ତେଲ, ଲୁଣ ବିକ୍ରି ହେବା ପରି ବିଭିନ୍ନ ଗାଁ ଗହଳିରେ ଛୋଟ ଛୋଟ ଦୋକାନରେ ଖୁଲମଖୁଲା ଚୋରା ମଦ ବିକ୍ରି ହେଉଛି। ବ୍ରାଉନସୁଗର ବ୍ୟବସାୟୀ ସେମାନଙ୍କର କାୟା ବିସ୍ତାର କଲେଣି। ୧୮ […]

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ବ୍ୟାପକ ନିଶା କାରବାର ହେଉଥିବା ଅଭିଯୋଗ ଆସୁଛି। ବିଭିନ୍ନ ଛକ ମାନଙ୍କରେ ଗଞ୍ଜେଇ, ମଦ ଠାରୁ ଆରମ୍ଭ କରି ବ୍ରାଉନସୁଗର କାରବାର ହେଉଛି। ବିଶେଷକରି ସନ୍ଧ୍ୟା ସମୟରେ ଏହି ନିଶା ବ୍ୟବସାୟୀ ମାନେ ସକ୍ରିୟ ହେଉଛନ୍ତି। ତେଲ, ଲୁଣ ବିକ୍ରି ହେବା ପରି ବିଭିନ୍ନ ଗାଁ ଗହଳିରେ ଛୋଟ ଛୋଟ ଦୋକାନରେ ଖୁଲମଖୁଲା ଚୋରା ମଦ ବିକ୍ରି ହେଉଛି। ବ୍ରାଉନସୁଗର ବ୍ୟବସାୟୀ ସେମାନଙ୍କର କାୟା ବିସ୍ତାର କଲେଣି। ୧୮ ରୁ ୩୦ ବର୍ଷର ଯୁବଗୋଷ୍ଠୀ ଏମାନଙ୍କ ଜାଲରେ ଛନ୍ଦି ହୋଇ ନିଶା ସେବନ କରୁଛନ୍ତି। ବାଲିପାଟଣା ବଜାର, ଅଠାନ୍ତର ଛକ, ତୁରିନ୍ତିରା ଛକ, ମହାବୀର ଛକ, ନରଦା ଛକ, ବସନ୍ତମାଳ ଛକ, ବନମାଳିପର ଛକ ଆଦି ବ୍ରାଉନସୁଗର , ମଦର ହବ୍ ପାଲଟିଛି।

ଆହୁରି ପଢ଼ନ୍ତୁ: 'ଏମ୍‌ଏମ୍‌ଡିଆର୍ ସଂଶୋଧନ ବିଲ୍' ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି: ନବୀନ ପଟ୍ଟନାୟକ

03 Mar 2021 By The Sakala

ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ ବାଲିପାଟଣା

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ବ୍ୟାପକ ନିଶା କାରବାର ହେଉଥିବା ଅଭିଯୋଗ ଆସୁଛି। ବିଭିନ୍ନ ଛକ ମାନଙ୍କରେ ଗଞ୍ଜେଇ, ମଦ ଠାରୁ ଆରମ୍ଭ କରି ବ୍ରାଉନସୁଗର କାରବାର ହେଉଛି। ବିଶେଷକରି ସନ୍ଧ୍ୟା ସମୟରେ ଏହି ନିଶା ବ୍ୟବସାୟୀ ମାନେ ସକ୍ରିୟ ହେଉଛନ୍ତି। ତେଲ, ଲୁଣ ବିକ୍ରି ହେବା ପରି ବିଭିନ୍ନ ଗାଁ ଗହଳିରେ ଛୋଟ ଛୋଟ ଦୋକାନରେ ଖୁଲମଖୁଲା ଚୋରା ମଦ ବିକ୍ରି ହେଉଛି। ବ୍ରାଉନସୁଗର ବ୍ୟବସାୟୀ ସେମାନଙ୍କର କାୟା ବିସ୍ତାର କଲେଣି। ୧୮ ରୁ ୩୦ ବର୍ଷର ଯୁବଗୋଷ୍ଠୀ ଏମାନଙ୍କ ଜାଲରେ ଛନ୍ଦି ହୋଇ ନିଶା ସେବନ କରୁଛନ୍ତି। ବାଲିପାଟଣା ବଜାର, ଅଠାନ୍ତର ଛକ, ତୁରିନ୍ତିରା ଛକ, ମହାବୀର ଛକ, ନରଦା ଛକ, ବସନ୍ତମାଳ ଛକ, ବନମାଳିପର ଛକ ଆଦି ବ୍ରାଉନସୁଗର , ମଦର ହବ୍ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର