‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ହୋଇନି ନିମ୍ନମାନର କାମ, ଗୃହରେ ମାନିଲେ ପଞ୍ଚାୟତିରାଜ ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ନିଜ ଛେପ ଢ଼ୋକିଲେ ରାଜ୍ୟ ସରକାର। ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ମାନିଲେ ଯେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ହୋଇନି ନିମ୍ନମାନର କାମ। ଆମ ଓଡ଼ିଶା ନବୀନ ଓଡ଼ିଶାର ଫାଇଲ ବି ପଞ୍ଚାୟତିରାଜ ବିଭାଗ ପାଖରେ ଅଛି। ‘ଆମ ଓଡ଼ିଶା ନବୀନ ଓଡିଶା’ ଯୋଜନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହୋଇଅଛି ଏବଂ ଏଥି ନିମନ୍ତେ ଆବଶ୍ୟକୀୟ ଅର୍ଥ ପାଇଁ ବଜେଟରେ ପ୍ରାବଧାନ କରାଯାଇଥିଲା । ଉକ୍ତ ଯୋଜନା […]

ଭୁବନେଶ୍ବର: ନିଜ ଛେପ ଢ଼ୋକିଲେ ରାଜ୍ୟ ସରକାର। ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ମାନିଲେ ଯେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ହୋଇନି ନିମ୍ନମାନର କାମ। ଆମ ଓଡ଼ିଶା ନବୀନ ଓଡ଼ିଶାର ଫାଇଲ ବି ପଞ୍ଚାୟତିରାଜ ବିଭାଗ ପାଖରେ ଅଛି। ‘ଆମ ଓଡ଼ିଶା ନବୀନ ଓଡିଶା’ ଯୋଜନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହୋଇଅଛି ଏବଂ ଏଥି ନିମନ୍ତେ ଆବଶ୍ୟକୀୟ ଅର୍ଥ ପାଇଁ ବଜେଟରେ ପ୍ରାବଧାନ କରାଯାଇଥିଲା । ଉକ୍ତ ଯୋଜନା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ କୌଣସି ଫାଇଲ୍ ପତ୍ର ନଥିବାର ଅଭିଯୋଗ ସତ୍ୟ ନୁହେଁ ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧୀନରେ ଗ୍ରହଣ କରାଯାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀତା ନିରନ୍ତର ଭାବେ ବ୍ଲକ, ଜିଲ୍ଲା ଏବଂ ବିଭାଗୀୟ ସ୍ତରରେ ସମୀକ୍ଷା କରାଯାଉଛି । ନିମ୍ନମାନର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରକାରଙ୍କ ଦୃଷ୍ଟିଗୋଚର ହେଲେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ଏତଦବ୍ୟତୀତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ (AONO ) ଅଧୀନରେ ଗ୍ରହଣ କରାଯାଇଥିବା ପ୍ରକଳ୍ପଗୁଡ଼ିକ, ଯେଉଁଥିରେ ସର୍ବନିମ୍ନ ୨୦ % ବ୍ୟୟ କରାଯାଇଛି ତାହା ଏହି ଯୋଜନା ଅଧୀନରେ ସମ୍ପୂର୍ଣ କରାଯିବାର ପ୍ରାବଧାନ କରାଯାଇଛି।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

11 Mar 2025 By The Sakala

‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ହୋଇନି ନିମ୍ନମାନର କାମ, ଗୃହରେ ମାନିଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ନିଜ ଛେପ ଢ଼ୋକିଲେ ରାଜ୍ୟ ସରକାର। ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ମାନିଲେ ଯେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ହୋଇନି ନିମ୍ନମାନର କାମ। ଆମ ଓଡ଼ିଶା ନବୀନ ଓଡ଼ିଶାର ଫାଇଲ ବି ପଞ୍ଚାୟତିରାଜ ବିଭାଗ ପାଖରେ ଅଛି। ‘ଆମ ଓଡ଼ିଶା ନବୀନ ଓଡିଶା’ ଯୋଜନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହୋଇଅଛି ଏବଂ ଏଥି ନିମନ୍ତେ ଆବଶ୍ୟକୀୟ ଅର୍ଥ ପାଇଁ ବଜେଟରେ ପ୍ରାବଧାନ କରାଯାଇଥିଲା । ଉକ୍ତ ଯୋଜନା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ କୌଣସି ଫାଇଲ୍ ପତ୍ର ନଥିବାର ଅଭିଯୋଗ ସତ୍ୟ ନୁହେଁ ।

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧୀନରେ ଗ୍ରହଣ କରାଯାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀତା ନିରନ୍ତର ଭାବେ ବ୍ଲକ, ଜିଲ୍ଲା ଏବଂ ବିଭାଗୀୟ ସ୍ତରରେ ସମୀକ୍ଷା କରାଯାଉଛି । ନିମ୍ନମାନର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରକାରଙ୍କ ଦୃଷ୍ଟିଗୋଚର ହେଲେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ଏତଦବ୍ୟତୀତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ (AONO ) ଅଧୀନରେ ଗ୍ରହଣ କରାଯାଇଥିବା ପ୍ରକଳ୍ପଗୁଡ଼ିକ, ଯେଉଁଥିରେ ସର୍ବନିମ୍ନ ୨୦ % ବ୍ୟୟ କରାଯାଇଛି ତାହା ଏହି ଯୋଜନା ଅଧୀନରେ ସମ୍ପୂର୍ଣ କରାଯିବାର ପ୍ରାବଧାନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର