ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର: ଜଣେ ଗୁରୁତର, ଖସିଗଲେ ଗ୍ୟାଙ୍ଗର ଅନ୍ୟ ୪ ସଦସ୍ୟ

The Sakala Picture
Published On

ଭୁବନେଶ୍ବର: ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର। ପ୍ରଥମ ଥର ପାଇଁ ରାଜ୍ଯ ବାହାର ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ। ଏନକାଉଣ୍ଟରରେ ଜଣେ ଗୁରୁତର ହୋଇଥିବାବେଳେ ଏହି ଗ୍ୟାଙ୍ଗର ଅନ୍ୟ ୪ ସଦସ୍ୟ ଖସି ଯାଇଥିବା ଜଣା ପଡ଼ିଛି। ଏନକାଉଣ୍ଟରରେ ଗୁରୁତର ହୋଇଛନ୍ତି ଲୁଟେରା ଅର୍ଜୁନ ଅନାରେ। ଅର୍ଜୁନର ବାମ ପଟ ଆଣ୍ଠୁରେ ଗୁଳି ବାଜିଛି। ଏହି ଗ୍ୟାଙ୍ଗ ମଧ୍ୟପ୍ରଦେଶରୁ ଆସି ରାଜଧାନୀରେ ଲୁଟପାଟ କରୁଥିବା ନେଇ ପୁଲିସ ସୂଚନା ଦେଇଛି। ପାହାଳ ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ […]

ଭୁବନେଶ୍ବର: ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର। ପ୍ରଥମ ଥର ପାଇଁ ରାଜ୍ଯ ବାହାର ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ। ଏନକାଉଣ୍ଟରରେ ଜଣେ ଗୁରୁତର ହୋଇଥିବାବେଳେ ଏହି ଗ୍ୟାଙ୍ଗର ଅନ୍ୟ ୪ ସଦସ୍ୟ ଖସି ଯାଇଥିବା ଜଣା ପଡ଼ିଛି। ଏନକାଉଣ୍ଟରରେ ଗୁରୁତର ହୋଇଛନ୍ତି ଲୁଟେରା ଅର୍ଜୁନ ଅନାରେ। ଅର୍ଜୁନର ବାମ ପଟ ଆଣ୍ଠୁରେ ଗୁଳି ବାଜିଛି। ଏହି ଗ୍ୟାଙ୍ଗ ମଧ୍ୟପ୍ରଦେଶରୁ ଆସି ରାଜଧାନୀରେ ଲୁଟପାଟ କରୁଥିବା ନେଇ ପୁଲିସ ସୂଚନା ଦେଇଛି। ପାହାଳ ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ ନିକଟରେ ଏହି ଏନକାଉଣ୍ଟ ଘଟିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଖବର ଅନୁଯାୟୀ, ବାଲିଅନ୍ତା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଆନାରେ ତାର ଗ୍ରୁପ ଆପାର୍ଟମେଣ୍ଟ ଲୁଟ କରିବା ପାଇଁ ଯୋଜନା କରୁଥିବଲା। ଏହାକୁ ପୁଲିସ ଦେଖି ଦେଇଥିଲା। ପୁଲିସକୁ ଦେଖି ଅର୍ଜୁନ ସହ ତାଙ୍କ ଗ୍ରୁପ ଫେରାର୍ ହେବ ପାଇଁ ବସିଥିବାବେଳେ ପୁଲିସ ତାଙ୍କୁ ଗୋଡ଼ାଇଥିଲେ। ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୁଲିସ ଉପରକୁ ଗୁଳିଚାଳନା କରିଥିଲା। ପୁଲିସ ଜାବାବ ଦେବା ସହ ପାଲଟା ଗୁଳି ଚଳାଇବାବେଳେ ଅର୍ଜୁନର ଗୋଡ଼ରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ଅର୍ଜୁନ ଆହତ ହୋଇ ପଡିଯାଇଥିବାବେଳେ ଅନ୍ୟ ୪ ଜଣ ଲୁଟେରା ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଅର୍ଜୁନକୁ ପୁଲିସ କାବୁ କରିବା ସହ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ପରେ AIIMS ରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

17 Feb 2025 By The Sakala

ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର: ଜଣେ ଗୁରୁତର, ଖସିଗଲେ ଗ୍ୟାଙ୍ଗର ଅନ୍ୟ ୪ ସଦସ୍ୟ

ଭୁବନେଶ୍ବର: ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର। ପ୍ରଥମ ଥର ପାଇଁ ରାଜ୍ଯ ବାହାର ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ। ଏନକାଉଣ୍ଟରରେ ଜଣେ ଗୁରୁତର ହୋଇଥିବାବେଳେ ଏହି ଗ୍ୟାଙ୍ଗର ଅନ୍ୟ ୪ ସଦସ୍ୟ ଖସି ଯାଇଥିବା ଜଣା ପଡ଼ିଛି। ଏନକାଉଣ୍ଟରରେ ଗୁରୁତର ହୋଇଛନ୍ତି ଲୁଟେରା ଅର୍ଜୁନ ଅନାରେ। ଅର୍ଜୁନର ବାମ ପଟ ଆଣ୍ଠୁରେ ଗୁଳି ବାଜିଛି। ଏହି ଗ୍ୟାଙ୍ଗ ମଧ୍ୟପ୍ରଦେଶରୁ ଆସି ରାଜଧାନୀରେ ଲୁଟପାଟ କରୁଥିବା ନେଇ ପୁଲିସ ସୂଚନା ଦେଇଛି। ପାହାଳ ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ ନିକଟରେ ଏହି ଏନକାଉଣ୍ଟ ଘଟିଛି।

ଖବର ଅନୁଯାୟୀ, ବାଲିଅନ୍ତା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଆନାରେ ତାର ଗ୍ରୁପ ଆପାର୍ଟମେଣ୍ଟ ଲୁଟ କରିବା ପାଇଁ ଯୋଜନା କରୁଥିବଲା। ଏହାକୁ ପୁଲିସ ଦେଖି ଦେଇଥିଲା। ପୁଲିସକୁ ଦେଖି ଅର୍ଜୁନ ସହ ତାଙ୍କ ଗ୍ରୁପ ଫେରାର୍ ହେବ ପାଇଁ ବସିଥିବାବେଳେ ପୁଲିସ ତାଙ୍କୁ ଗୋଡ଼ାଇଥିଲେ। ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୁଲିସ ଉପରକୁ ଗୁଳିଚାଳନା କରିଥିଲା। ପୁଲିସ ଜାବାବ ଦେବା ସହ ପାଲଟା ଗୁଳି ଚଳାଇବାବେଳେ ଅର୍ଜୁନର ଗୋଡ଼ରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ଅର୍ଜୁନ ଆହତ ହୋଇ ପଡିଯାଇଥିବାବେଳେ ଅନ୍ୟ ୪ ଜଣ ଲୁଟେରା ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଅର୍ଜୁନକୁ ପୁଲିସ କାବୁ କରିବା ସହ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ପରେ AIIMS ରେ ଭର୍ତ୍ତି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର