ଫ୍ୟାମିଲି କୋର୍ଟରେ ସମୟ ମାଗିଲେ ବର୍ଷା

The Sakala Picture
Published On

ଭୁବନେଶ୍ବର/କଟକ : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ କଟକ ଫ୍ୟାମିଲି କୋର୍ଟରେ ମଧ୍ୟସ୍ଥତା ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହା ସମାଧାନ ହୋଇପାରିନାହିଁ। ଦିନକୁ ଦିନ ଗୋଟିଏ ଟ୍ୱିଷ୍ଟ ଏହି ବିବାଦରେ ଦେଖିବାକୁ ମିଳୁଛି। ଗତ ୧୪ତାରିଖରେ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇ ନିଜ ନିଜର ପକ୍ଷ ରଖିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ଧରି ଉଭୟଙ୍କୁ ହାଜର ହେବାର ଥିଲେ ମଧ୍ୟ ଏକା […]

ଭୁବନେଶ୍ବର/କଟକ : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ କଟକ ଫ୍ୟାମିଲି କୋର୍ଟରେ ମଧ୍ୟସ୍ଥତା ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହା ସମାଧାନ ହୋଇପାରିନାହିଁ। ଦିନକୁ ଦିନ ଗୋଟିଏ ଟ୍ୱିଷ୍ଟ ଏହି ବିବାଦରେ ଦେଖିବାକୁ ମିଳୁଛି। ଗତ ୧୪ତାରିଖରେ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇ ନିଜ ନିଜର ପକ୍ଷ ରଖିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ଧରି ଉଭୟଙ୍କୁ ହାଜର ହେବାର ଥିଲେ ମଧ୍ୟ ଏକା ଅନୁଭବ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବର୍ଷା ମଧ୍ୟସ୍ଥତା ପାଇଁ ସମୟ ମାଗିଥିବା ଜଣାପଡ଼ିଛି। ଫଳରେ ଆସନ୍ତା ୧୦ତାରିଖରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ଅଦାଲତଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟରେ ଆଜି ମଧ୍ୟସ୍ଥତା କେନ୍ଦ୍ରକୁ ଆସିବା ବେଳେ ଅନୁଭବ ଗଣମାଧ୍ୟମକୁ କହିଥିଲେ ଯେ ବର୍ଷା ଭଲରେ ଥାଆନ୍ତୁ। ବର୍ଷାଙ୍କୁ ସେ ଭଲପାଇ ବିବାହ କରିଥିଲେ। ପତ୍ନୀ ବର୍ଷାଙ୍କୁ ସେ ବହୁତ ସମ୍ମାନ ଦିଅନ୍ତି ଆଉ ଏହି ସମ୍ମାନ ବି କମିନାହିଁ। ଅଦାଲତଙ୍କୁ ବି ସମ୍ମାନ କରନ୍ତୁ ବୋଲି ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପ୍ରକାଶଥାଉକି ଗତ ୯ତାରିଖ ଉଭୟ ପ୍ରଥମ ଥର ପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

17 Jul 2021 By The Sakala

ଫ୍ୟାମିଲି କୋର୍ଟରେ ସମୟ ମାଗିଲେ ବର୍ଷା

ଭୁବନେଶ୍ବର/କଟକ : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ କଟକ ଫ୍ୟାମିଲି କୋର୍ଟରେ ମଧ୍ୟସ୍ଥତା ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହା ସମାଧାନ ହୋଇପାରିନାହିଁ। ଦିନକୁ ଦିନ ଗୋଟିଏ ଟ୍ୱିଷ୍ଟ ଏହି ବିବାଦରେ ଦେଖିବାକୁ ମିଳୁଛି। ଗତ ୧୪ତାରିଖରେ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇ ନିଜ ନିଜର ପକ୍ଷ ରଖିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ଧରି ଉଭୟଙ୍କୁ ହାଜର ହେବାର ଥିଲେ ମଧ୍ୟ ଏକା ଅନୁଭବ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବର୍ଷା ମଧ୍ୟସ୍ଥତା ପାଇଁ ସମୟ ମାଗିଥିବା ଜଣାପଡ଼ିଛି। ଫଳରେ ଆସନ୍ତା ୧୦ତାରିଖରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ଅଦାଲତଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟରେ ଆଜି ମଧ୍ୟସ୍ଥତା କେନ୍ଦ୍ରକୁ ଆସିବା ବେଳେ ଅନୁଭବ ଗଣମାଧ୍ୟମକୁ କହିଥିଲେ ଯେ ବର୍ଷା ଭଲରେ ଥାଆନ୍ତୁ। ବର୍ଷାଙ୍କୁ ସେ ଭଲପାଇ ବିବାହ କରିଥିଲେ। ପତ୍ନୀ ବର୍ଷାଙ୍କୁ ସେ ବହୁତ ସମ୍ମାନ ଦିଅନ୍ତି ଆଉ ଏହି ସମ୍ମାନ ବି କମିନାହିଁ। ଅଦାଲତଙ୍କୁ ବି ସମ୍ମାନ କରନ୍ତୁ ବୋଲି ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପ୍ରକାଶଥାଉକି ଗତ ୯ତାରିଖ ଉଭୟ ପ୍ରଥମ ଥର ପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର