ମଠ ପରିସରରେ ଯୁବତୀକୁ ଅଚେତ କରି ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ରଙ୍ଗିଲା ବାବା

The Sakala Picture
Published On

ରେଢ଼ାଖୋଲ: ମଠ ପରିସରରେ ଯୁବତୀକୁ ଅଚେତ କରି ଦୁଷ୍କର୍ମ କଲା ରଙ୍ଗିଲା ବାବା । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତ ଅଞ୍ଚଳରେ ଥିବା ଏକ ମଠ ପରିସରରେ ଏହି ଘଟଣା ଘଟିଛି। ଔଷଧ ଦେଇ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ମଠର ବାବା ୫୩ ବର୍ଷୀୟ ପ୍ରଫୁଲ୍ଲ ମହଲାଙ୍କୁ ଗିରଫ କରି ପଚରାଉଚରା ଚଳାଇଛି । ସୂଚନାନୁଯାୟୀ, ଚାରମାଳ ଥାନା ଅଞ୍ଚଳର ଜଣେ ଯୁବତୀ […]

ରେଢ଼ାଖୋଲ: ମଠ ପରିସରରେ ଯୁବତୀକୁ ଅଚେତ କରି ଦୁଷ୍କର୍ମ କଲା ରଙ୍ଗିଲା ବାବା । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତ ଅଞ୍ଚଳରେ ଥିବା ଏକ ମଠ ପରିସରରେ ଏହି ଘଟଣା ଘଟିଛି। ଔଷଧ ଦେଇ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ମଠର ବାବା ୫୩ ବର୍ଷୀୟ ପ୍ରଫୁଲ୍ଲ ମହଲାଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ସୂଚନାନୁଯାୟୀ, ଚାରମାଳ ଥାନା ଅଞ୍ଚଳର ଜଣେ ଯୁବତୀ ବାବାଙ୍କ ପାଖକୁ କୌଣସି ପୂଜାପାଠ ପାଇଁ ଆସିଥିଲେ। ମଠ ପରିସରରେ କେହି ନ ଥିବା ସୁଯୋଗ ନେଇ ଉକ୍ତ ଯୁବତୀଙ୍କୁ ବାବା କୌଣସି ଔଷଧ ଖାଇବା ପାଇଁ ଦେଇଥିଲେ। ଔଷଧ ଖାଇବା ପରେ ଯୁବତୀଜଣଙ୍କ ଅଚେତ ହୋଇ ଯାଇଥିଲେ। ଏହାପରେ ବାବା ଯୁବତୀକୁ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଚେତା ଫେରିବା ପରେ ବାବା ତାଙ୍କୁ ଦୁଷ୍କର୍ମ କରିଥିବା ସେ ଜାଣି ପାରିଥିଲେ। ପରବର୍ତ୍ତୀ ସମୟରେ ଜଣେ ମେଡିକାଲ କର୍ମଚାରୀ ଯୁବତୀଙ୍କୁ ମୂର୍ମୁଷ ଅବସ୍ଥାରେ ମେଡିକାଲ ଛକରୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ଚିକିତ୍ସା ପରେ ଯୁବତୀ ଜଣକ ଏ ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ତୁରନ୍ତ ରେଢାଖୋଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଶୁକ୍ରବାର ବାବା ପ୍ରଫୁଲ୍ଲ ମହଲାକୁ ଆଶ୍ରମରୁ ଗିରଫ କରି ତଦନ୍ତ କରୁଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

07 Dec 2024 By The Sakala

ମଠ ପରିସରରେ ଯୁବତୀକୁ ଅଚେତ କରି ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ରଙ୍ଗିଲା ବାବା

ରେଢ଼ାଖୋଲ: ମଠ ପରିସରରେ ଯୁବତୀକୁ ଅଚେତ କରି ଦୁଷ୍କର୍ମ କଲା ରଙ୍ଗିଲା ବାବା । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତ ଅଞ୍ଚଳରେ ଥିବା ଏକ ମଠ ପରିସରରେ ଏହି ଘଟଣା ଘଟିଛି। ଔଷଧ ଦେଇ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ମଠର ବାବା ୫୩ ବର୍ଷୀୟ ପ୍ରଫୁଲ୍ଲ ମହଲାଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ।

ସୂଚନାନୁଯାୟୀ, ଚାରମାଳ ଥାନା ଅଞ୍ଚଳର ଜଣେ ଯୁବତୀ ବାବାଙ୍କ ପାଖକୁ କୌଣସି ପୂଜାପାଠ ପାଇଁ ଆସିଥିଲେ। ମଠ ପରିସରରେ କେହି ନ ଥିବା ସୁଯୋଗ ନେଇ ଉକ୍ତ ଯୁବତୀଙ୍କୁ ବାବା କୌଣସି ଔଷଧ ଖାଇବା ପାଇଁ ଦେଇଥିଲେ। ଔଷଧ ଖାଇବା ପରେ ଯୁବତୀଜଣଙ୍କ ଅଚେତ ହୋଇ ଯାଇଥିଲେ। ଏହାପରେ ବାବା ଯୁବତୀକୁ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଚେତା ଫେରିବା ପରେ ବାବା ତାଙ୍କୁ ଦୁଷ୍କର୍ମ କରିଥିବା ସେ ଜାଣି ପାରିଥିଲେ। ପରବର୍ତ୍ତୀ ସମୟରେ ଜଣେ ମେଡିକାଲ କର୍ମଚାରୀ ଯୁବତୀଙ୍କୁ ମୂର୍ମୁଷ ଅବସ୍ଥାରେ ମେଡିକାଲ ଛକରୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ଚିକିତ୍ସା ପରେ ଯୁବତୀ ଜଣକ ଏ ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ତୁରନ୍ତ ରେଢାଖୋଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଶୁକ୍ରବାର ବାବା ପ୍ରଫୁଲ୍ଲ ମହଲାକୁ ଆଶ୍ରମରୁ ଗିରଫ କରି ତଦନ୍ତ କରୁଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର