ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ

The Sakala Picture
Published On

ଭୁବନେଶ୍ବର: ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ । ଏ ନେଇ ୩ ଡିସେମ୍ବରରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଡିସେମ୍ବର ୧୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି। ୧୧ରେ ଯାଞ୍ଚ ଓ  ୧୩ରେ ପାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। [wp-embedder-pack width=”100%” height=”400px” download=”all” download-text=”” attachment_id=”140095″ /] ବିଜ୍ଞପ୍ତି ଅନୁଯାୟୀ, ୪ ରାଜ୍ୟରେ ୬ ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସୁଜିତ କୁମାରଙ୍କ ଇସ୍ତଫା […]

ଭୁବନେଶ୍ବର: ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ । ଏ ନେଇ ୩ ଡିସେମ୍ବରରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଡିସେମ୍ବର ୧୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି। ୧୧ରେ ଯାଞ୍ଚ ଓ  ୧୩ରେ ପାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

[wp-embedder-pack width=”100%” height=”400px” download=”all” download-text=”” attachment_id=”140095″ /]

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ବିଜ୍ଞପ୍ତି ଅନୁଯାୟୀ, ୪ ରାଜ୍ୟରେ ୬ ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସୁଜିତ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାରୁ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି । ସେହିପରି ଆନ୍ଧ୍ରପ୍ରଦେଶରୁ ୩ଟି, ପଶ୍ଚିମବଙ୍ଗ ଓ ହରିଆଣାରେ ଗୋଟିଏ ଲେଖାଏଁ ଖାଲି ପଡ଼ିଛି ଆସନ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର