ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା, ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍

The Sakala Picture
Published On

ଭୁବନେଶ୍ୱର: ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା। ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ପ୍ରତାପ କହିଛନ୍ତି, ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଉଛି। ପ୍ରଥମେ JSW ଇଭି ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିଦିଆଗଲା। ଆଉ ଏବେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲକୁ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର କରାଯାଉଛି । ଯାହାକି ଓଡ଼ିଶା ତଥା କେନ୍ଦ୍ରାପଡ଼ାରେ ବଡ଼ ପ୍ରକଳ୍ପର ସମ୍ଭାବନାକୁ ପ୍ରଭାବିତ କରିପାରେ। […]

ଭୁବନେଶ୍ୱର: ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା। ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ପ୍ରତାପ କହିଛନ୍ତି, ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଉଛି। ପ୍ରଥମେ JSW ଇଭି ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିଦିଆଗଲା। ଆଉ ଏବେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲକୁ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର କରାଯାଉଛି । ଯାହାକି ଓଡ଼ିଶା ତଥା କେନ୍ଦ୍ରାପଡ଼ାରେ ବଡ଼ ପ୍ରକଳ୍ପର ସମ୍ଭାବନାକୁ ପ୍ରଭାବିତ କରିପାରେ। ଏହା କେନ୍ଦ୍ରାପଡାର ଲୋକଙ୍କ ପାଇଁ ଚାକିରି ଏବଂ ଓଡ଼ିଶାର ଆର୍ଥିକ ଆଗ୍ରଗତି ପାଇଁ ଏକ ବଡ଼ କ୍ଷତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୨୫ ବର୍ଷରେ ଓଡ଼ିଶା ଜଣେ ଶକ୍ତିଶାଳୀ ଔଦ୍ୟୋଗିକ ରାଜ୍ୟ ହୋଇପାରିଛି। କେନ୍ଦ୍ରାପଡାକୁ ନିପ୍ପନ ଷ୍ଟିଲ କାରଖାନା ପ୍ରକଳ୍ପ ଆସିଥିଲେ ଏଠାର ଆର୍ଥିକ ଉନ୍ନତି ଓ ହଜାର ହଜାର ଚାକିରି ସୃଜନର ସମ୍ଭାବନା ଥିଲା । ନବୀନ ନିଜେ ନିପ୍ପନ କାରଖାନାକୁ ଯାଇ ନିବେଶ ପାଇଁ ପକ୍କା ପ୍ରତିଶୃତି ଆଣିଥିଲେ । ହେଲେ ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଇଛି। ଏହି କି ପ୍ରକାର ଓଡ଼ିଆ ଅସ୍ମିତା ଯାହାକୁ ବିଜେପି ପ୍ରତିଜ୍ଞା କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

04 Nov 2024 By The Sakala

ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା, ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍

ଭୁବନେଶ୍ୱର: ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା। ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ପ୍ରତାପ କହିଛନ୍ତି, ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଉଛି। ପ୍ରଥମେ JSW ଇଭି ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିଦିଆଗଲା। ଆଉ ଏବେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲକୁ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର କରାଯାଉଛି । ଯାହାକି ଓଡ଼ିଶା ତଥା କେନ୍ଦ୍ରାପଡ଼ାରେ ବଡ଼ ପ୍ରକଳ୍ପର ସମ୍ଭାବନାକୁ ପ୍ରଭାବିତ କରିପାରେ। ଏହା କେନ୍ଦ୍ରାପଡାର ଲୋକଙ୍କ ପାଇଁ ଚାକିରି ଏବଂ ଓଡ଼ିଶାର ଆର୍ଥିକ ଆଗ୍ରଗତି ପାଇଁ ଏକ ବଡ଼ କ୍ଷତି।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୨୫ ବର୍ଷରେ ଓଡ଼ିଶା ଜଣେ ଶକ୍ତିଶାଳୀ ଔଦ୍ୟୋଗିକ ରାଜ୍ୟ ହୋଇପାରିଛି। କେନ୍ଦ୍ରାପଡାକୁ ନିପ୍ପନ ଷ୍ଟିଲ କାରଖାନା ପ୍ରକଳ୍ପ ଆସିଥିଲେ ଏଠାର ଆର୍ଥିକ ଉନ୍ନତି ଓ ହଜାର ହଜାର ଚାକିରି ସୃଜନର ସମ୍ଭାବନା ଥିଲା । ନବୀନ ନିଜେ ନିପ୍ପନ କାରଖାନାକୁ ଯାଇ ନିବେଶ ପାଇଁ ପକ୍କା ପ୍ରତିଶୃତି ଆଣିଥିଲେ । ହେଲେ ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଇଛି। ଏହି କି ପ୍ରକାର ଓଡ଼ିଆ ଅସ୍ମିତା ଯାହାକୁ ବିଜେପି ପ୍ରତିଜ୍ଞା କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର