କଟକର ତାରକସି ସାମଗ୍ରୀକୁ ଖୁବଶୀଘ୍ର ମିଳିବ GI ଟ୍ୟାଗ୍

The Sakala Picture
Published On

କଟକ: କଟକର ତାରକସି ସାମଗ୍ରୀକୁ ଖୁବଶୀଘ୍ର ମିଳିବ ଜିଆଇ ଟ୍ୟାଗ୍ । ଏ ନେଇ ବିଦ୍ଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମାନ୍ୟତା ପାଇଁ ବିଧିବଦ୍ଧ ଭାବରେ ଆବେଦନ କରିଛି ଓଏସଆଇସି । କଟକରେ ଆହୁରି ଚମକିବ ତାରକସି ସାମଗ୍ରୀ । ବିଶ୍ବ ବଜାରରେ ବଢିବ ଚାହିଦା । ଏଣିକି ବିଶ୍ବ ବଜାରରେ ମିଳିବ କଟକର ନିଖୁଣ କାରିଗରୀ । ଉପକୃତ ହେବେ କାରୀଗର, ବଢିବ ରୋଜଗାର । ସରକାରଙ୍କ ଏଭଳି ଉଦ୍ୟମକୁ ସ୍ବାଗତ […]

କଟକ: କଟକର ତାରକସି ସାମଗ୍ରୀକୁ ଖୁବଶୀଘ୍ର ମିଳିବ ଜିଆଇ ଟ୍ୟାଗ୍ । ଏ ନେଇ ବିଦ୍ଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମାନ୍ୟତା ପାଇଁ ବିଧିବଦ୍ଧ ଭାବରେ ଆବେଦନ କରିଛି ଓଏସଆଇସି । କଟକରେ ଆହୁରି ଚମକିବ ତାରକସି ସାମଗ୍ରୀ । ବିଶ୍ବ ବଜାରରେ ବଢିବ ଚାହିଦା । ଏଣିକି ବିଶ୍ବ ବଜାରରେ ମିଳିବ କଟକର ନିଖୁଣ କାରିଗରୀ । ଉପକୃତ ହେବେ କାରୀଗର, ବଢିବ ରୋଜଗାର । ସରକାରଙ୍କ ଏଭଳି ଉଦ୍ୟମକୁ ସ୍ବାଗତ କରିଛନ୍ତି ତାରକସି କାରିଗର ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ତାରକସି କାରିଗରଙ୍କ ପାଇଁ କଟକରେ ସ୍ବତନ୍ତ୍ର ମାର୍କେଟ କରିବାକୁ ସରକାର ଯୋଜନା କରିଛନ୍ତି । ତେବେ ଏହି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିଲେ ବିଶ୍ବର ସୁବୁ ସ୍ଥାନରେ ଏକାକୁ ବିକ୍ରି କରାଯାଇପାରିବ । ଏଭଳି ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ । ଏହା ସହିତ କଟକ ବାରବାଟି ବିଧାୟକ ମଧ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

କାରିଗର କୁଳର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ତାରକସି କାମକୁ ଜିଆଇ ମାନ୍ୟତା ପାଇଁ ସରକାରଙ୍କ ତତ୍ପରତା ଏହାକୁ ପ୍ରମାଣିତ କରୁଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର