ସୁଜିତଙ୍କୁ ବିଶ୍ୱାସ ଘାତକ କହିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ
ଭୁବନେଶ୍ବର: ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଦଳ ଡିଆଁ ନୀତି ନେଇ ଚାରିଆଡେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ଏହାରି ଭିତରେ ସୋସିଆଲ ମିଡିଆ ‘ଏକ୍ସ’ରେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ସୁଜିତଙ୍କୁ ବିଶ୍ୱାସ ଘାତକ କହିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଯେଉଁ ଦଳ ଆପଣଙ୍କୁ ସବୁବେଳେ ସମ୍ମାନ ଓ ପୁରସ୍କୃତ କଲା ସେହି ଦଳ ପ୍ରତି ଆପଣଙ୍କ ବିଶ୍ୱାସ ଘାତକ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମାନସ ଙ୍ଗରାଜ। ଆପଣଙ୍କ […]
ଭୁବନେଶ୍ବର: ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଦଳ ଡିଆଁ ନୀତି ନେଇ ଚାରିଆଡେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ଏହାରି ଭିତରେ ସୋସିଆଲ ମିଡିଆ ‘ଏକ୍ସ’ରେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ସୁଜିତଙ୍କୁ ବିଶ୍ୱାସ ଘାତକ କହିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଯେଉଁ ଦଳ ଆପଣଙ୍କୁ ସବୁବେଳେ ସମ୍ମାନ ଓ ପୁରସ୍କୃତ କଲା ସେହି ଦଳ ପ୍ରତି ଆପଣଙ୍କ ବିଶ୍ୱାସ ଘାତକ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମାନସ ଙ୍ଗରାଜ। ଆପଣଙ୍କ ଏଭଳି ନିଷ୍ପତି କଳାହାଣ୍ଡିବାସୀଙ୍କୁ ମର୍ମାହତ କରିଛି। ଏକ୍ସରେ ସୁଜିତଙ୍କୁ କଟାକ୍ଷ କରିବା ସହ ଆମେ ସବୁବେଳେ ନବୀନ ଓ ବିଜେଡି ସହ ରହିଛୁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ଦଳ ବିରୋଧୀ କାମ ପାଇଁ ଶୁକ୍ରବାର ବିଜେଡିରୁ ବହିଷ୍କାର ହେବାର କିଛି ଘଣ୍ଟା ଭିତରେ ବିଜେପିରେ ମିଶିଛନ୍ତି ସୁଜିତ କୁମାର।
This is really unfortunate and betrayal of trust, @SujeetKOfficial ! You only know how much trust our beloved leader Shri @Naveen_Odisha reposed in you. You got everything from him. BJD honoured and rewarded you always. But, the way you deserted the party at this crucial juncture… https://t.co/I3bjrPxJ8Y
— Manas Mangaraj (@manasrmangaraj) September 6, 2024