ଆଜି ମହାପ୍ରଭୁଙ୍କର ହେବ ଚକା ବିଜେ ନୀତି

The Sakala Picture
Published On

ପୁରୀ:ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉ ମାନଙ୍କ ଅଣସର ସେବା ପୂଜା। ଅଣସର ବିଜେ ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଚାରିଦିନିଆ ଓଷ ଲାଗି ଉପଚାର ଶନିବାର ଦିନ ବିଳମ୍ବିତ ରାତିରେ ଶେଷ ହୋଇଛି । ଓଷ ଲାଗି ପରେ ମହାପ୍ରଭୁଙ୍କ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଆଜି ଦିନ ମହାପ୍ରଭୁ ଚକା ବିଜେ ହୋଇ ବସିବେ । ସ୍ନାନ ପୂର୍ଣ୍ଣମୀ ଠାରୁ ମହାପ୍ରଭୁଙ୍କ ଏହି ଗୁପ୍ତ ପୂଜା ଦଇତାପତି ସେବାୟତମାନେ କରୁଛନ୍ତି । ଅନବସରର ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କ […]

ପୁରୀ:ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉ ମାନଙ୍କ ଅଣସର ସେବା ପୂଜା। ଅଣସର ବିଜେ ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଚାରିଦିନିଆ ଓଷ ଲାଗି ଉପଚାର ଶନିବାର ଦିନ ବିଳମ୍ବିତ ରାତିରେ ଶେଷ ହୋଇଛି । ଓଷ ଲାଗି ପରେ ମହାପ୍ରଭୁଙ୍କ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଆଜି ଦିନ ମହାପ୍ରଭୁ ଚକା ବିଜେ ହୋଇ ବସିବେ ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି: ଆଜି ବି ଭଦ୍ରକ, ଯାଜପୁର ଏବଂ ସୁନ୍ଦରଗଡ଼ରେ ବନ୍ଦ ରହିଛି ସ୍କୁଲ୍

ସ୍ନାନ ପୂର୍ଣ୍ଣମୀ ଠାରୁ ମହାପ୍ରଭୁଙ୍କ ଏହି ଗୁପ୍ତ ପୂଜା ଦଇତାପତି ସେବାୟତମାନେ କରୁଛନ୍ତି । ଅନବସରର ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କ ଶ୍ରୀ ଅଙ୍ଗରେ ଫୁଲୁରୀ ଲାଗି କରାଯାଇଥିଲା | ପରେ ଶ୍ରୀ ବିଗ୍ରହ ମାନଙ୍କୁ ଓଷୁଅ ଲାଗି କରାଯାଇଛି ।

ଆହୁରି ପଢ଼ନ୍ତୁ: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର, ବାଲେଶ୍ୱରରେ ପୁଣି ବନ୍ୟା ଆଶଙ୍କା

ଗତ ବର୍ଷପରି ଚଳିତ ବର୍ଷ ମଧ୍ଯ କରୋନା କଟକଣା ଭିତରେ ପାଳନ ହେବ ରଥଯାତ୍ରା। ଏଥର ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ରଥ କିମ୍ବା ରଥ ଡଉଡ଼ି ଛୁଇଁ ପାରିବେ ନାହିଁ । ବଡଦାଣ୍ଡ ଓ ସିଂହଦ୍ବାରରେ ସେବାୟତଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯିବ। ଏବଂ ରଥରେ ନିୟୋଜିତ ସେବାୟତଙ୍କ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯିବ। ଏବଂ ରଥ ଉପରେ କମ୍‌ ସଂଖ୍ୟକ ସେବାୟତଙ୍କୁ ନିୟୋଜିତ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ।

ଆହୁରି ପଢ଼ନ୍ତୁ: ହଙ୍ଗର ଷ୍ଟ୍ରାଇକରେ ବସିଲେ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ; ଲୋୟର ପିଏମଜିରେ ଷଷ୍ଠ ଦିନରେ ଆନ୍ଦୋଳନ

04 Jul 2021 By The Sakala

ଆଜି ମହାପ୍ରଭୁଙ୍କର ହେବ ଚକା ବିଜେ ନୀତି

ପୁରୀ:ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉ ମାନଙ୍କ ଅଣସର ସେବା ପୂଜା। ଅଣସର ବିଜେ ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଚାରିଦିନିଆ ଓଷ ଲାଗି ଉପଚାର ଶନିବାର ଦିନ ବିଳମ୍ବିତ ରାତିରେ ଶେଷ ହୋଇଛି । ଓଷ ଲାଗି ପରେ ମହାପ୍ରଭୁଙ୍କ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଆଜି ଦିନ ମହାପ୍ରଭୁ ଚକା ବିଜେ ହୋଇ ବସିବେ ।

ସ୍ନାନ ପୂର୍ଣ୍ଣମୀ ଠାରୁ ମହାପ୍ରଭୁଙ୍କ ଏହି ଗୁପ୍ତ ପୂଜା ଦଇତାପତି ସେବାୟତମାନେ କରୁଛନ୍ତି । ଅନବସରର ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କ ଶ୍ରୀ ଅଙ୍ଗରେ ଫୁଲୁରୀ ଲାଗି କରାଯାଇଥିଲା | ପରେ ଶ୍ରୀ ବିଗ୍ରହ ମାନଙ୍କୁ ଓଷୁଅ ଲାଗି କରାଯାଇଛି ।

ଗତ ବର୍ଷପରି ଚଳିତ ବର୍ଷ ମଧ୍ଯ କରୋନା କଟକଣା ଭିତରେ ପାଳନ ହେବ ରଥଯାତ୍ରା। ଏଥର ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ରଥ କିମ୍ବା ରଥ ଡଉଡ଼ି ଛୁଇଁ ପାରିବେ ନାହିଁ । ବଡଦାଣ୍ଡ ଓ ସିଂହଦ୍ବାରରେ ସେବାୟତଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯିବ। ଏବଂ ରଥରେ ନିୟୋଜିତ ସେବାୟତଙ୍କ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯିବ। ଏବଂ ରଥ ଉପରେ କମ୍‌ ସଂଖ୍ୟକ ସେବାୟତଙ୍କୁ ନିୟୋଜିତ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର