ରେଢାଖୋଲରେ ଡବଲ ମର୍ଡର: ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଓ ସ୍ତ୍ରୀ ମୃତ

The Sakala Picture
Published On

ରେଢାଖୋଲ: ରେଢାଖୋଲରେ ଡବଲ ମର୍ଡର। ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଏବଂ ସ୍ତ୍ରୀ ମୃତ । ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଏହି ଅଭାବନୀୟ ଘଟଣ ଘଟିଛି। କୌଣସି ଘଟଣାକୁ ନେଇ ଜ୍ୱାଇଁ ଉତକ୍ଷିପ୍ତ ହୋଇ ଶାବଳ ଧରି ଶାଶୂ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଉଭୟ ଶାଶୂ ଓ ସ୍ତ୍ରୀଙ୍କ ମୃତ୍ଯୁ ଘଟିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ଯପଟେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ସ୍ତ୍ରୀଙ୍କ […]

ରେଢାଖୋଲ: ରେଢାଖୋଲରେ ଡବଲ ମର୍ଡର। ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଏବଂ ସ୍ତ୍ରୀ ମୃତ । ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଏହି ଅଭାବନୀୟ ଘଟଣ ଘଟିଛି। କୌଣସି ଘଟଣାକୁ ନେଇ ଜ୍ୱାଇଁ ଉତକ୍ଷିପ୍ତ ହୋଇ ଶାବଳ ଧରି ଶାଶୂ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଉଭୟ ଶାଶୂ ଓ ସ୍ତ୍ରୀଙ୍କ ମୃତ୍ଯୁ ଘଟିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ଯପଟେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ସ୍ତ୍ରୀଙ୍କ ନାଁ ଲକି ସାହୁ ଓ ଶାଶୂ ରୁବି ସାହୁ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

22 Jul 2024 By The Sakala

ରେଢାଖୋଲରେ ଡବଲ ମର୍ଡର: ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଓ ସ୍ତ୍ରୀ ମୃତ

ରେଢାଖୋଲ: ରେଢାଖୋଲରେ ଡବଲ ମର୍ଡର। ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଏବଂ ସ୍ତ୍ରୀ ମୃତ । ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଏହି ଅଭାବନୀୟ ଘଟଣ ଘଟିଛି। କୌଣସି ଘଟଣାକୁ ନେଇ ଜ୍ୱାଇଁ ଉତକ୍ଷିପ୍ତ ହୋଇ ଶାବଳ ଧରି ଶାଶୂ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଉଭୟ ଶାଶୂ ଓ ସ୍ତ୍ରୀଙ୍କ ମୃତ୍ଯୁ ଘଟିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ଯପଟେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ସ୍ତ୍ରୀଙ୍କ ନାଁ ଲକି ସାହୁ ଓ ଶାଶୂ ରୁବି ସାହୁ ବୋଲି ଜଣାପଡିଛି ।

https://www.thesakala.in/latest-odisha-news/double-murder-in-reshakhol/article-33818
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର