ଘରେ ଶୋଇଥିବାବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ

The Sakala Picture
Published On

ବରଗଡ଼: ହାତୀ ନେଲା ଜୀବନ । ଘରେ ଶୋଇଥିବା ବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ ।ଗତକାଲି ରାତ୍ରି ପ୍ରାୟ ୧୨ଟା ବେଳେ ଘରେ ଶୋଇଥିବା ବେଳେ ଘର ପଛ ପଟୁ ଆସି ଗୋଟିଏ ପରିବାରର ୩ ଜଣଙ୍କୁ ହାତୀପଲ ଦଳି ଦେଇ ମାରି ଦେଇଛି । ଏପରି ଏକ ଅଭାବନୀୟ ଘଟଣା ଝାରବନ୍ଧ ବ୍ଲକ ସାଲଡିହି ଗ୍ରାମରେ ଘଟିଥିବା ବେଳେ ୩ଟି ହାତୀ ଆଡ଼ୁଆଲ ଅଞ୍ଚଳରୁ ଆସିଥିବା ସୁଚନା ରହିଛି। ମୃତକମାନେ ସଲଡିହି […]

ବରଗଡ଼: ହାତୀ ନେଲା ଜୀବନ । ଘରେ ଶୋଇଥିବା ବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ ।ଗତକାଲି ରାତ୍ରି ପ୍ରାୟ ୧୨ଟା ବେଳେ ଘରେ ଶୋଇଥିବା ବେଳେ ଘର ପଛ ପଟୁ ଆସି ଗୋଟିଏ ପରିବାରର ୩ ଜଣଙ୍କୁ ହାତୀପଲ ଦଳି ଦେଇ ମାରି ଦେଇଛି । ଏପରି ଏକ ଅଭାବନୀୟ ଘଟଣା ଝାରବନ୍ଧ ବ୍ଲକ ସାଲଡିହି ଗ୍ରାମରେ ଘଟିଥିବା ବେଳେ ୩ଟି ହାତୀ ଆଡ଼ୁଆଲ ଅଞ୍ଚଳରୁ ଆସିଥିବା ସୁଚନା ରହିଛି। ମୃତକମାନେ ସଲଡିହି ଗ୍ରାମର ପାନ ବରିହା(୨୪), ଦୁଇ ଝିଅପୁଅ ସୁନନ୍ଦା ବରିହା(୬) ଏବଂ ଆଦିତ୍ୟ ବରିହା (୩) ବୋଲି ଜଣାପଡିଛି । ଅନ୍ୟପକ୍ଷରେ ମୃତ ପାନ ବରିହାଙ୍କ ସ୍ୱାମୀ ବିପିନ ବରିହା ଏବଂ ପୁଅ ମଣ୍ଟୁ ବରିହା ଅଳ୍ପକେ ବର୍ତି ଯାଇଛନ୍ତି । ଗତକାଲି ବିଲମ୍ବିତ ରାତି ୧୧ ଟାରେ ହାତୀ ପଲ ଘର ପଛ ପଟୁ ଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ମା ଏବଂ ଦୁଇପୁଅଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ୩ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ରହି ହାତୀ ଘଉଡ଼ାଇବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଥିବା ବନ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଜଙ୍ଗଲୀ ହାତୀ ପାଇଁ ଏବେ ସେ ଅଞ୍ଚଳରେ ରାସ୍ତାଘାଟ ଶୁନସାନ ହୋଇଯାଇଥିବାବେଳେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

18 Jun 2024 By The Sakala

ଘରେ ଶୋଇଥିବାବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ

ବରଗଡ଼: ହାତୀ ନେଲା ଜୀବନ । ଘରେ ଶୋଇଥିବା ବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ ।ଗତକାଲି ରାତ୍ରି ପ୍ରାୟ ୧୨ଟା ବେଳେ ଘରେ ଶୋଇଥିବା ବେଳେ ଘର ପଛ ପଟୁ ଆସି ଗୋଟିଏ ପରିବାରର ୩ ଜଣଙ୍କୁ ହାତୀପଲ ଦଳି ଦେଇ ମାରି ଦେଇଛି । ଏପରି ଏକ ଅଭାବନୀୟ ଘଟଣା ଝାରବନ୍ଧ ବ୍ଲକ ସାଲଡିହି ଗ୍ରାମରେ ଘଟିଥିବା ବେଳେ ୩ଟି ହାତୀ ଆଡ଼ୁଆଲ ଅଞ୍ଚଳରୁ ଆସିଥିବା ସୁଚନା ରହିଛି। ମୃତକମାନେ ସଲଡିହି ଗ୍ରାମର ପାନ ବରିହା(୨୪), ଦୁଇ ଝିଅପୁଅ ସୁନନ୍ଦା ବରିହା(୬) ଏବଂ ଆଦିତ୍ୟ ବରିହା (୩) ବୋଲି ଜଣାପଡିଛି । ଅନ୍ୟପକ୍ଷରେ ମୃତ ପାନ ବରିହାଙ୍କ ସ୍ୱାମୀ ବିପିନ ବରିହା ଏବଂ ପୁଅ ମଣ୍ଟୁ ବରିହା ଅଳ୍ପକେ ବର୍ତି ଯାଇଛନ୍ତି । ଗତକାଲି ବିଲମ୍ବିତ ରାତି ୧୧ ଟାରେ ହାତୀ ପଲ ଘର ପଛ ପଟୁ ଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ମା ଏବଂ ଦୁଇପୁଅଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ୩ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ରହି ହାତୀ ଘଉଡ଼ାଇବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଥିବା ବନ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଜଙ୍ଗଲୀ ହାତୀ ପାଇଁ ଏବେ ସେ ଅଞ୍ଚଳରେ ରାସ୍ତାଘାଟ ଶୁନସାନ ହୋଇଯାଇଥିବାବେଳେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।

https://www.thesakala.in/latest-odisha-news/an-elephant-trampled-three-members-of-a-family-in-bargarh/article-32969
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର