ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୯୧୨ ପଜିଟିଭ

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୯୧୨ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୩୭ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୩୫୦୮ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୯୧୨ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୩୭ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୩୫୦୮ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୦୧ ସଂକ୍ରମିତ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ଅନୁଗୁଳରୁ ୧୧୯ , ବାଲେଶ୍ୱରରୁ ୨୨୦ , ବରଗଡ଼ ୩୧, ଭଦ୍ରକ ୧୩୬, ବଲାଙ୍ଗୀର ୧୨ , ବୌଦ୍ଧ ୧୮ , କଟକ ୩୮୨ , ଦେବଗଡ଼ ୪ , ଢେଙ୍କାନାଳ ୪୨ , ଗଜପତି ୧୩ , ଗଞ୍ଜାମ ୧୮ , ଜଗତସିଂହପୁର ୧୩୧ , ଯାଜପୁର ୨୯୨ , ଝାରସୁଗୁଡ଼ା ୧୪ , କଳାହାଣ୍ଡି ୩୫ , କନ୍ଧମାଳ ୩୬ , କେନ୍ଦ୍ରାପଡ଼ା ୭୧ , କେନ୍ଦୁଝର ୭୦ , କୋରାପୁଟ ୫୪ , ମାଲକାନଗିରି ୪୯ , ମୟୂରଭଞ୍ଜ ୧୭୪ , ନବରଙ୍ଗପୁର ୫୦ , ନୟାଗଡ଼ ୧୪୦ , ନୂଆପଡ଼ା ୮ , ପୁରୀ ୧୬୧ , ରାୟଗଡ଼ା ୫୨ , ସମ୍ୱଲପୁର ୩୦ , ସୋନପୁର ୧୩ , ସୁନ୍ଦରଗଡ଼ ୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

25 Jun 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୯୧୨ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୯୧୨ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୩୭ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୩୫୦୮ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୦୧ ସଂକ୍ରମିତ ।

ଅନୁଗୁଳରୁ ୧୧୯ , ବାଲେଶ୍ୱରରୁ ୨୨୦ , ବରଗଡ଼ ୩୧, ଭଦ୍ରକ ୧୩୬, ବଲାଙ୍ଗୀର ୧୨ , ବୌଦ୍ଧ ୧୮ , କଟକ ୩୮୨ , ଦେବଗଡ଼ ୪ , ଢେଙ୍କାନାଳ ୪୨ , ଗଜପତି ୧୩ , ଗଞ୍ଜାମ ୧୮ , ଜଗତସିଂହପୁର ୧୩୧ , ଯାଜପୁର ୨୯୨ , ଝାରସୁଗୁଡ଼ା ୧୪ , କଳାହାଣ୍ଡି ୩୫ , କନ୍ଧମାଳ ୩୬ , କେନ୍ଦ୍ରାପଡ଼ା ୭୧ , କେନ୍ଦୁଝର ୭୦ , କୋରାପୁଟ ୫୪ , ମାଲକାନଗିରି ୪୯ , ମୟୂରଭଞ୍ଜ ୧୭୪ , ନବରଙ୍ଗପୁର ୫୦ , ନୟାଗଡ଼ ୧୪୦ , ନୂଆପଡ଼ା ୮ , ପୁରୀ ୧୬୧ , ରାୟଗଡ଼ା ୫୨ , ସମ୍ୱଲପୁର ୩୦ , ସୋନପୁର ୧୩ , ସୁନ୍ଦରଗଡ଼ ୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର