ଚଳିତ ବର୍ଷ ମୌସୁମୀରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ଆଇଏମଡ଼ି ଆକଳନ। ୨୦୨୪ ପାଇଁ ଦୀର୍ଘମିଆଦି ଆକଳନ ଜାରି। ଦେଶରେ ସ୍ବାଭାବିକ ବର୍ଷା, ଓଡ଼ିଶାରେ ନିଅଁଣ୍ଟିଆ ବର୍ଷା ନେଇ ଆକଳନ କରିଛି ଆଇଏମଡ଼ି। ଚଳତି ବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି।  ୨୦୨୪ ମନସୁନ୍ ସିଜିନରେ ୧୦୬ ପ୍ରତିଶତ ବର୍ଷିବ। ପୁରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ଆକଳନ କରାଯାଇଛି।  ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପୂର୍ବାନୁମାନ ଜାରି ହୋଇଛି। ଦେଶରେ ସ୍ବାଭାବିକ ଠାରୁ ଅଧିକ, ଓଡ଼ିଶାରେ […]

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ଆଇଏମଡ଼ି ଆକଳନ। ୨୦୨୪ ପାଇଁ ଦୀର୍ଘମିଆଦି ଆକଳନ ଜାରି। ଦେଶରେ ସ୍ବାଭାବିକ ବର୍ଷା, ଓଡ଼ିଶାରେ ନିଅଁଣ୍ଟିଆ ବର୍ଷା ନେଇ ଆକଳନ କରିଛି ଆଇଏମଡ଼ି।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଚଳତି ବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି।  ୨୦୨୪ ମନସୁନ୍ ସିଜିନରେ ୧୦୬ ପ୍ରତିଶତ ବର୍ଷିବ। ପୁରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ଆକଳନ କରାଯାଇଛି।  ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପୂର୍ବାନୁମାନ ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ଦେଶରେ ସ୍ବାଭାବିକ ଠାରୁ ଅଧିକ, ଓଡ଼ିଶାରେ କମ୍ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସମେତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବି ନିଅଁଣ୍ଟିଆ ବର୍ଷା ହେବ । ଖୁବ୍ ଶୀଘ୍ର ସରିବ ଏଲିନୋ କଣ୍ଡିସନ୍ ।
ମନସୁନ୍ ସିଜିନ ଆରମ୍ଭରୁ ନିଷ୍କ୍ରିୟ ହେବ ଏଲିନୋ।  ଅଗଷ୍ଟ ବେଳକୁ ଆରମ୍ଭ ହେବ ଲାନିନା କଣ୍ଡିସନ୍ । ଲାନିନା କଣ୍ଡିସନ ରହିଲେ ଭଲ ବର୍ଷା ହେବ ।

ଏଲିନୋ ଦୁର୍ବଳ ଲାନିନା ସକ୍ରିୟ ହେବାର ରେକର୍ଡ ଜାରି କରିଛି IMD । ୧୯୫୪ ରୁ ୨୦୨୩ ମଧ୍ୟରେ ୯ ବର୍ଷ ଏଭଳି ସମୟ ଆସିଛି । ୨ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।
୫ ବର୍ଷ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଛି।  ୨ ବର୍ଷ ସ୍ବାଭାବିକ ବର୍ଷା ହୋଇଛି।  ମୌସୁମୀ ସଜିନରେ ୨୨ ବର୍ଷ ଲାନିନା ସକ୍ରିୟ ରହିଛି । ସମସ୍ତ ୨୨ ବର୍ଷରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମେ’ ମାସରେ ଆକଳନ ହେବ ଚଳିତ ବର୍ଷ କେବେ କେରଳ ଛୁଇଁବ ମୌସୁମୀ।

15 Apr 2024 By The Sakala

ଚଳିତ ବର୍ଷ ମୌସୁମୀରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ଆଇଏମଡ଼ି ଆକଳନ। ୨୦୨୪ ପାଇଁ ଦୀର୍ଘମିଆଦି ଆକଳନ ଜାରି। ଦେଶରେ ସ୍ବାଭାବିକ ବର୍ଷା, ଓଡ଼ିଶାରେ ନିଅଁଣ୍ଟିଆ ବର୍ଷା ନେଇ ଆକଳନ କରିଛି ଆଇଏମଡ଼ି।

ଚଳତି ବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି।  ୨୦୨୪ ମନସୁନ୍ ସିଜିନରେ ୧୦୬ ପ୍ରତିଶତ ବର୍ଷିବ। ପୁରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ଆକଳନ କରାଯାଇଛି।  ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପୂର୍ବାନୁମାନ ଜାରି ହୋଇଛି।

ଦେଶରେ ସ୍ବାଭାବିକ ଠାରୁ ଅଧିକ, ଓଡ଼ିଶାରେ କମ୍ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସମେତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବି ନିଅଁଣ୍ଟିଆ ବର୍ଷା ହେବ । ଖୁବ୍ ଶୀଘ୍ର ସରିବ ଏଲିନୋ କଣ୍ଡିସନ୍ ।
ମନସୁନ୍ ସିଜିନ ଆରମ୍ଭରୁ ନିଷ୍କ୍ରିୟ ହେବ ଏଲିନୋ।  ଅଗଷ୍ଟ ବେଳକୁ ଆରମ୍ଭ ହେବ ଲାନିନା କଣ୍ଡିସନ୍ । ଲାନିନା କଣ୍ଡିସନ ରହିଲେ ଭଲ ବର୍ଷା ହେବ ।

ଏଲିନୋ ଦୁର୍ବଳ ଲାନିନା ସକ୍ରିୟ ହେବାର ରେକର୍ଡ ଜାରି କରିଛି IMD । ୧୯୫୪ ରୁ ୨୦୨୩ ମଧ୍ୟରେ ୯ ବର୍ଷ ଏଭଳି ସମୟ ଆସିଛି । ୨ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।
୫ ବର୍ଷ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଛି।  ୨ ବର୍ଷ ସ୍ବାଭାବିକ ବର୍ଷା ହୋଇଛି।  ମୌସୁମୀ ସଜିନରେ ୨୨ ବର୍ଷ ଲାନିନା ସକ୍ରିୟ ରହିଛି । ସମସ୍ତ ୨୨ ବର୍ଷରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମେ’ ମାସରେ ଆକଳନ ହେବ ଚଳିତ ବର୍ଷ କେବେ କେରଳ ଛୁଇଁବ ମୌସୁମୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର