ହାତୀ ଆକ୍ରମଣରେ ବୃଦ୍ଧ ମୃତ

The Sakala Picture
Published On

କଳାହାଣ୍ଡି: ଶୌଚ ହେବାପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ଲାଞ୍ଜିଗଡ଼ ଥାନା ନିୟମଗିରି ପାହାଡର ପାଦ ଦେଶର ଥିବା ଡେଙ୍ଗସରଗି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ ରାଇ ମାଝୀ । ସୂଚନା ଅନୁସାରେ ଆଜି ସକାଳ ସମୟରେ ଗାଁ ମୁଣ୍ଡରେ ଥିବା ପାଣି ଟାଙ୍କି ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧ ଜଣକ ହାତୀ ହାବୁଡରେ ପଡିଥିଲେ। ଫଳରେ ଘଟଣା ସ୍ଥଳରେ ହାତୀ […]

କଳାହାଣ୍ଡି: ଶୌଚ ହେବାପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ଲାଞ୍ଜିଗଡ଼ ଥାନା ନିୟମଗିରି ପାହାଡର ପାଦ ଦେଶର ଥିବା ଡେଙ୍ଗସରଗି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ ରାଇ ମାଝୀ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୂଚନା ଅନୁସାରେ ଆଜି ସକାଳ ସମୟରେ ଗାଁ ମୁଣ୍ଡରେ ଥିବା ପାଣି ଟାଙ୍କି ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧ ଜଣକ ହାତୀ ହାବୁଡରେ ପଡିଥିଲେ। ଫଳରେ ଘଟଣା ସ୍ଥଳରେ ହାତୀ ଆକ୍ରମଣରେ ରାଇଙ୍କ ମୃତ୍ୟୁ ଘଟିଛି । ପୋଲିସ ଓ ବନବିଭାଗ ଘଟଣାର ତଦନ୍ତ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

21 Jun 2021 By The Sakala

ହାତୀ ଆକ୍ରମଣରେ ବୃଦ୍ଧ ମୃତ

କଳାହାଣ୍ଡି: ଶୌଚ ହେବାପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ଲାଞ୍ଜିଗଡ଼ ଥାନା ନିୟମଗିରି ପାହାଡର ପାଦ ଦେଶର ଥିବା ଡେଙ୍ଗସରଗି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ ରାଇ ମାଝୀ ।

ସୂଚନା ଅନୁସାରେ ଆଜି ସକାଳ ସମୟରେ ଗାଁ ମୁଣ୍ଡରେ ଥିବା ପାଣି ଟାଙ୍କି ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧ ଜଣକ ହାତୀ ହାବୁଡରେ ପଡିଥିଲେ। ଫଳରେ ଘଟଣା ସ୍ଥଳରେ ହାତୀ ଆକ୍ରମଣରେ ରାଇଙ୍କ ମୃତ୍ୟୁ ଘଟିଛି । ପୋଲିସ ଓ ବନବିଭାଗ ଘଟଣାର ତଦନ୍ତ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

https://www.thesakala.in/latest-odisha-news/old-man-died-in-elephant-attack/article-3129
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର