୪୯ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

The Sakala Picture
Published On

ଭୁବନେଶ୍ବର: ଶେଷରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସେହିପରି ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ […]

ଭୁବନେଶ୍ବର: ଶେଷରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସେହିପରି ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସେହିପରି ବିଧାନସଭା ପାଇଁ, 

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ନୂଆପଡ଼ାରୁ- ପିସିସି ସଭାପତି ଶରତ ପଟ୍ଟନାୟକ

ସାନଖେମୁଣ୍ଡି- ରମେଶ ଜେନା,

ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ

ମୋହନା- ଦାଶରଥୀ ଗମାଙ୍ଗ

ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ

ଗୁଣପୁର- ସତ୍ୟଜିତ ଗମାଙ୍ଗ

ବିଷମକଟକ- ନୀଳମାଧବ ହିକକା

ରାୟଗଡ଼ା- ଆପଲସ୍ବାମୀ କାଡ୍ରାକା

ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା

କୋଟପାଡ଼- ଅନାମ ଦିଆନ

ଜୟପୁର- ତାରା ବାହିନୀପତି

କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ

ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ

ମାଲକାନଗିରି- ମାଲା ମାଢ଼ୀ

ଚିତ୍ରକୋଣ୍ଡା- ମଙ୍ଗୁ ଖିଲ

ପଦ୍ମପୁର- ଟଙ୍କଧର ସାହୁ
ବିଜେପୁର- କିଶୋର ଦଫାଦାର
ବରଗଡ଼- ନିପନ ଦାସ
ଭଟଲୀ- ବ୍ରହ୍ମା ମହାକୁଡ଼
ବ୍ରଜରାଜନଗର- କିଶୋର ପଟେଲ
ତଳସରା- ପ୍ରବୋଧ ତିର୍କୀ
ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
ରଘୁନାଥପାଲୀ- ଗୋପାଳ ଦାସ
ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
ରାଜଗାଙ୍ଗପୁର- ରାଜନ ଏକ୍କା
ଲୋଇସିଂହା- ଓମ୍‌ ପ୍ରକାଶ କୁମ୍ଭାର
ପାଟଣାଗଡ଼- ଅନୀଲ ମେହେର
ବଲାଙ୍ଗିର- ସମରେନ୍ଦ୍ର ମିଶ୍ର
କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା
ଉମରକୋଟ- ସନରାଜ ଗଣ୍ଡ
ଝରିଗାଁ- ହାରାବତୀ ଗଣ୍ଡ
ନବରଙ୍ଗପୁର- ଦିଲୀପ ପ୍ରଧାନୀ
ଡାବୁଗାଁ- ଲିପିକା ମାଝୀ
ଲାଞ୍ଜିଗଡ଼- ବଳଭଦ୍ର ମାଝୀ
ଜୁନାଗଡ଼- ତୁଳେଶ୍ବର ନାଏକ
ଧର୍ମଗଡ଼- ରଶ୍ମୀରେଖା ରାଉତ
ଭବାନୀପାଟଣା- ସାଗର ଦାସ
ନର୍ଲା- ଭକ୍ତ ଚରଣ ଦାସ
ବାଲିଗୁଡ଼ା- ସୁରଦ ପ୍ରଧାନ
ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
ଫୁଲବାଣୀ- ପ୍ରତିଭା କହଁର
କଣ୍ଟାମାଳ- ମନୋଜ ଆଚାର୍ଯ୍ୟ
ବୌଦ୍ଧ- ନବ ମିଶ୍ର
ଭଂଜନଗର- ପ୍ରଶାନ୍ତ ବିଷୋୟୀ
ପୋଲସରା- ଅଗସ୍ତୀ ବରଦା
କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ
ସୋରଡ଼ା- ହରିକ୍ରିଷ୍ଣା ରଥ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର