ସେଲଫି ହେଲା କାଳ: କାଂସବାହାଲ ଡ୍ଯାମରେ ବୁଡି ଜଣେ ମୃତ, ଅନ୍ଯଜଣେ ନିଖୋଜ

The Sakala Picture
Published On

ରାଉରକେଲା: ସେଲଫି ହେଲା କାଳ। ରାଉରକେଲା କାଂସବାହାଲ ଡ୍ଯାମରେ ରବିବାର ଘଟିଛି ଅଭାବନୀୟ ଘଟଣା। ୫ ଜଣ ସାଙ୍ଗ ଆଜି କାଂସବାହାଲ ଡ୍ଯାମକୁ ବୁଲିବାକୁ ଯାଇଥିଲେ। ସେଲଫି ନେବା ସମୟରେ ୨ଜଣ ଡ୍ଯାମକୁ ଖସିପଡିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଳରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ଯଜଣେ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

06 Jun 2021 By The Sakala

ସେଲଫି ହେଲା କାଳ: କାଂସବାହାଲ ଡ୍ଯାମରେ ବୁଡି ଜଣେ ମୃତ, ଅନ୍ଯଜଣେ ନିଖୋଜ

ରାଉରକେଲା: ସେଲଫି ହେଲା କାଳ। ରାଉରକେଲା କାଂସବାହାଲ ଡ୍ଯାମରେ ରବିବାର ଘଟିଛି ଅଭାବନୀୟ ଘଟଣା। ୫ ଜଣ ସାଙ୍ଗ ଆଜି କାଂସବାହାଲ ଡ୍ଯାମକୁ ବୁଲିବାକୁ ଯାଇଥିଲେ। ସେଲଫି ନେବା ସମୟରେ ୨ଜଣ ଡ୍ଯାମକୁ ଖସିପଡିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଳରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ଯଜଣେ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର