ଦୀପାବଳି ପରେ ଟ୍ବିନ୍‌ ସିଟିରେ ବୃଦ୍ଧି ପାଇଲା ପ୍ରଦୂଷଣ

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି। ଦୀପାବଳି ପରେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ପ୍ରଦୂଷଣ ବୃଦ୍ଧି ପାଇଛି। ଲିଙ୍ଗରାଜ ମନ୍ଦିରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୯୦ ରେକର୍ଡ ହୋଇଛି । ସେହିପରି ପଟିଆ ଅଂଚଳରେ ଏକ୍ୟୁଆଇ ୩୬୯ ରହିଥିଲା । ସକାଳୁ ଭୁବନେଶ୍ବର ଆକାଶ ଧୂଆଁଳିଆ ଦେଖାଯାଉଛି। ବାଣ ଫୁଟାଇବା ପରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି । ଆକାଶ ଧୂଆଁମୟ ହୋଇ ରହିଛଇ । ବାଣ ଫୁଟାଇବା ଦ୍ବାରା ଏପରି ସ୍ଥିତି […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି। ଦୀପାବଳି ପରେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ପ୍ରଦୂଷଣ ବୃଦ୍ଧି ପାଇଛି। ଲିଙ୍ଗରାଜ ମନ୍ଦିରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୯୦ ରେକର୍ଡ ହୋଇଛି । ସେହିପରି ପଟିଆ ଅଂଚଳରେ ଏକ୍ୟୁଆଇ ୩୬୯ ରହିଥିଲା । ସକାଳୁ ଭୁବନେଶ୍ବର ଆକାଶ ଧୂଆଁଳିଆ ଦେଖାଯାଉଛି। ବାଣ ଫୁଟାଇବା ପରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି । ଆକାଶ ଧୂଆଁମୟ ହୋଇ ରହିଛଇ । ବାଣ ଫୁଟାଇବା ଦ୍ବାରା ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। କେବଳ ଭୁବନେଶ୍ବର ନୁହଁ, କଟକରେ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧ ପାଇଥିଲା ସିଡିଏ ଅଞ୍ଚଳରେ ଏକ୍ୟୁଆଇ ୩୪୪ ରେକର୍ଡ ହୋଇଥିଲା । ବାଲେଶ୍ବର କାଳୀଦାସପୁରରେ ବୂାୟୁର ଗୁଣବତ୍ତା ମାନ ୩୬୦, ହାକିମପଡ଼ା ଅନୁଗୁଳରେ ୩୧୫ରେକର୍ଡ ହୋଇଛି । ତେବେ ରାଉରକେଲାରେ ପ୍ରଦୂଷଣର ମାନ ସାମାନ୍ୟ କମ ରହିଛି । ରାଉରକେଲା ଫର୍ଟିଲାଇଜର ଟାଉନସିପରେ ଏକ୍ୟୁଆଇ ୨୦୬ ଏବଂ ରଘୁନାଥପଲ୍ଲିରେ ୨୩୭ ରେକର୍ଡ ହୋଇଛି । ବାରିପଦାରେ ବାୟୁର ଗୁଣବତ୍ତାମାନ ୨୯୯ ରେକର୍ଡ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

13 Nov 2023 By The Sakala

ଦୀପାବଳି ପରେ ଟ୍ବିନ୍‌ ସିଟିରେ ବୃଦ୍ଧି ପାଇଲା ପ୍ରଦୂଷଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି। ଦୀପାବଳି ପରେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ପ୍ରଦୂଷଣ ବୃଦ୍ଧି ପାଇଛି। ଲିଙ୍ଗରାଜ ମନ୍ଦିରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୯୦ ରେକର୍ଡ ହୋଇଛି । ସେହିପରି ପଟିଆ ଅଂଚଳରେ ଏକ୍ୟୁଆଇ ୩୬୯ ରହିଥିଲା । ସକାଳୁ ଭୁବନେଶ୍ବର ଆକାଶ ଧୂଆଁଳିଆ ଦେଖାଯାଉଛି। ବାଣ ଫୁଟାଇବା ପରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି । ଆକାଶ ଧୂଆଁମୟ ହୋଇ ରହିଛଇ । ବାଣ ଫୁଟାଇବା ଦ୍ବାରା ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। କେବଳ ଭୁବନେଶ୍ବର ନୁହଁ, କଟକରେ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧ ପାଇଥିଲା ସିଡିଏ ଅଞ୍ଚଳରେ ଏକ୍ୟୁଆଇ ୩୪୪ ରେକର୍ଡ ହୋଇଥିଲା । ବାଲେଶ୍ବର କାଳୀଦାସପୁରରେ ବୂାୟୁର ଗୁଣବତ୍ତା ମାନ ୩୬୦, ହାକିମପଡ଼ା ଅନୁଗୁଳରେ ୩୧୫ରେକର୍ଡ ହୋଇଛି । ତେବେ ରାଉରକେଲାରେ ପ୍ରଦୂଷଣର ମାନ ସାମାନ୍ୟ କମ ରହିଛି । ରାଉରକେଲା ଫର୍ଟିଲାଇଜର ଟାଉନସିପରେ ଏକ୍ୟୁଆଇ ୨୦୬ ଏବଂ ରଘୁନାଥପଲ୍ଲିରେ ୨୩୭ ରେକର୍ଡ ହୋଇଛି । ବାରିପଦାରେ ବାୟୁର ଗୁଣବତ୍ତାମାନ ୨୯୯ ରେକର୍ଡ ହୋଇଛି ।

https://www.thesakala.in/latest-odisha-news/pollution-increased-in-twin-city-after-diwali/article-27258
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର