ଚିଲିକାରେ ପର୍ଯ୍ୟଟକଙ୍କୁ ଡଲଫିନ ଦେଖାଉଥିବା ବେଳେ ଡଙ୍ଗାରୁ ପଡ଼ି ଚାଳକ ନିଖୋଜ 

The Sakala Picture
Published On

ଖୋର୍ଦ୍ଧା: ଆଜି ସାତପଡ଼ା ମଟର ବୋଟ ଆସୋସିଏସନରୁ ଏକ ଡଙ୍ଗା ୫ ଜଣ ପର୍ଯ୍ୟଟକଙ୍କୁ ଚିଲିକାରେ ଡଲଫିନ ଦେଖାଇବାକୁ ନେଇଥିଲା । ଡଲଫିନ ଦେଖାଇ ଫେରୁଥିବା ବେଳେ ହଠାତ୍ ଡଙ୍ଗାଟିର ମଟର ବନ୍ଦ ହୋଇଯାଇଥିଲା। ଫଳରେ ଚାଳକ ଡଙ୍ଗାର ମଟର ଚାଲୁ କରିବା ବେଳେ ଅସାବଧାନତା ବସତଃ ଡଙ୍ଗାରୁ ଖସି ପଡ଼ିଥିଲା। ପାଖରେ ଥିବା ଅନ୍ୟ ପର୍ଯ୍ୟଟକଙ୍କୁ ନେଇ ଡଲଫିନ ଦେଖାଉଥିବା ଡଙ୍ଗା ଏହା ଦେଖି ଘଟଣା ସ୍ଥଳରେ ପହଞ୍ଚି ଡଙ୍ଗାରେ ଥିବା ପର୍ଯ୍ୟଟକଙ୍କ ସହିତ ଡଙ୍ଗାଟିକୁ […]

ଖୋର୍ଦ୍ଧା: ଆଜି ସାତପଡ଼ା ମଟର ବୋଟ ଆସୋସିଏସନରୁ ଏକ ଡଙ୍ଗା ୫ ଜଣ ପର୍ଯ୍ୟଟକଙ୍କୁ ଚିଲିକାରେ ଡଲଫିନ ଦେଖାଇବାକୁ ନେଇଥିଲା । ଡଲଫିନ ଦେଖାଇ ଫେରୁଥିବା ବେଳେ ହଠାତ୍ ଡଙ୍ଗାଟିର ମଟର ବନ୍ଦ ହୋଇଯାଇଥିଲା। ଫଳରେ ଚାଳକ ଡଙ୍ଗାର ମଟର ଚାଲୁ କରିବା ବେଳେ ଅସାବଧାନତା ବସତଃ ଡଙ୍ଗାରୁ ଖସି ପଡ଼ିଥିଲା। ପାଖରେ ଥିବା ଅନ୍ୟ ପର୍ଯ୍ୟଟକଙ୍କୁ ନେଇ ଡଲଫିନ ଦେଖାଉଥିବା ଡଙ୍ଗା ଏହା ଦେଖି ଘଟଣା ସ୍ଥଳରେ ପହଞ୍ଚି ଡଙ୍ଗାରେ ଥିବା ପର୍ଯ୍ୟଟକଙ୍କ ସହିତ ଡଙ୍ଗାଟିକୁ ଉଦ୍ଧାର କରିଛନ୍ତି । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ବେଳେ ଡଙ୍ଗା ଚାଳକ ବିକ୍ରମ ଜାଲି ଚିଲିକାର ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ବ୍ରହ୍ମଗିରି ଦମକଳ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

25 Oct 2023 By The Sakala

ଚିଲିକାରେ ପର୍ଯ୍ୟଟକଙ୍କୁ ଡଲଫିନ ଦେଖାଉଥିବା ବେଳେ ଡଙ୍ଗାରୁ ପଡ଼ି ଚାଳକ ନିଖୋଜ 

ଖୋର୍ଦ୍ଧା: ଆଜି ସାତପଡ଼ା ମଟର ବୋଟ ଆସୋସିଏସନରୁ ଏକ ଡଙ୍ଗା ୫ ଜଣ ପର୍ଯ୍ୟଟକଙ୍କୁ ଚିଲିକାରେ ଡଲଫିନ ଦେଖାଇବାକୁ ନେଇଥିଲା । ଡଲଫିନ ଦେଖାଇ ଫେରୁଥିବା ବେଳେ ହଠାତ୍ ଡଙ୍ଗାଟିର ମଟର ବନ୍ଦ ହୋଇଯାଇଥିଲା। ଫଳରେ ଚାଳକ ଡଙ୍ଗାର ମଟର ଚାଲୁ କରିବା ବେଳେ ଅସାବଧାନତା ବସତଃ ଡଙ୍ଗାରୁ ଖସି ପଡ଼ିଥିଲା। ପାଖରେ ଥିବା ଅନ୍ୟ ପର୍ଯ୍ୟଟକଙ୍କୁ ନେଇ ଡଲଫିନ ଦେଖାଉଥିବା ଡଙ୍ଗା ଏହା ଦେଖି ଘଟଣା ସ୍ଥଳରେ ପହଞ୍ଚି ଡଙ୍ଗାରେ ଥିବା ପର୍ଯ୍ୟଟକଙ୍କ ସହିତ ଡଙ୍ଗାଟିକୁ ଉଦ୍ଧାର କରିଛନ୍ତି । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ବେଳେ ଡଙ୍ଗା ଚାଳକ ବିକ୍ରମ ଜାଲି ଚିଲିକାର ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ବ୍ରହ୍ମଗିରି ଦମକଳ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି।

https://www.thesakala.in/latest-odisha-news/missing-after-falling-from-boat-while-showing-dolphins-in-chilika/article-26685
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp