କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ କର୍ମକର୍ତ୍ତା ନିଯୁକ୍ତ କଲା ବିଜେଡି

The Sakala Picture
Published On

ଭୁବନେଶ୍ୱର: କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ । ପ୍ରଶାନ୍ତ ଗୁପ୍ତା ହେଲେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି । ଏହା ସହିତ କୋରାପୁଟ ଜିଲ୍ଲା ପାଇଁ ୫ ଉପଦେଷ୍ଟା, ୧୧ ଉପସଭାପତି, ୨୧ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ୨୨ ସମ୍ପାଦକ ଓ ୨୪ ଯୁଗ୍ମ ସଂପାଦକଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ସେହିପରି ସମ୍ୱଲପୁର ଜିଲ୍ଲା ବିଜେଡିର ୫ ଉପଦେଷ୍ଟାଙ୍କୁ ନିଯୁକ୍ତ ଦିଆଯାଇଛି […]

ଭୁବନେଶ୍ୱର: କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ । ପ୍ରଶାନ୍ତ ଗୁପ୍ତା ହେଲେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି । ଏହା ସହିତ କୋରାପୁଟ ଜିଲ୍ଲା ପାଇଁ ୫ ଉପଦେଷ୍ଟା, ୧୧ ଉପସଭାପତି, ୨୧ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ୨୨ ସମ୍ପାଦକ ଓ ୨୪ ଯୁଗ୍ମ ସଂପାଦକଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ସେହିପରି ସମ୍ୱଲପୁର ଜିଲ୍ଲା ବିଜେଡିର ୫ ଉପଦେଷ୍ଟାଙ୍କୁ ନିଯୁକ୍ତ ଦିଆଯାଇଛି । ପ୍ରମିଳା ବହିଦାର, ବିଜୟ ମହାନ୍ତି, ଆର୍ତ୍ତତ୍ରାଣ ମିଶ୍ର, ପ୍ରମୋଦ ରଥ ଓ ରାଜକିଶୋର ଦାସ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତି ଦେଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

06 Oct 2023 By The Sakala

କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ କର୍ମକର୍ତ୍ତା ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର: କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ । ପ୍ରଶାନ୍ତ ଗୁପ୍ତା ହେଲେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି । ଏହା ସହିତ କୋରାପୁଟ ଜିଲ୍ଲା ପାଇଁ ୫ ଉପଦେଷ୍ଟା, ୧୧ ଉପସଭାପତି, ୨୧ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ୨୨ ସମ୍ପାଦକ ଓ ୨୪ ଯୁଗ୍ମ ସଂପାଦକଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ସେହିପରି ସମ୍ୱଲପୁର ଜିଲ୍ଲା ବିଜେଡିର ୫ ଉପଦେଷ୍ଟାଙ୍କୁ ନିଯୁକ୍ତ ଦିଆଯାଇଛି । ପ୍ରମିଳା ବହିଦାର, ବିଜୟ ମହାନ୍ତି, ଆର୍ତ୍ତତ୍ରାଣ ମିଶ୍ର, ପ୍ରମୋଦ ରଥ ଓ ରାଜକିଶୋର ଦାସ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତି ଦେଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର