ମୁଖ୍ଯମନ୍ତ୍ରୀଙ୍କ ନର୍ଦ୍ଦେଶ: ୧୫ ଦିନ ମଧ୍ଯରେ କରୋନା ପ୍ରଭାବିତ ବିଧବା ଓ ଅନାଥ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ

The Sakala Picture
Published On

ଭୁବନେଶ୍ବର: ମୁଖ୍ଯମନ୍ତ୍ରୀଙ୍କ ବଡ଼ ଘୋଷଣା । କରୋନା ମହାମାରୀ ଯୋଗୁ ବିଧବା ଓ ଅନାଥ ହୋଇଥିବା ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନସନ୍। ବିଧବା ଓ ଅନାଥ ହିତାଧିକାରୀଙ୍କୁ  ଚିହ୍ନଟ କରି ୧୫ ଦିନ ମଧ୍ଯରେ ମଧୁବାବୁ ପେନ୍‌ସନ ଯୋଜନାରେ ସହାୟତା ଦେବାକୁ ନିର୍ଦେଶ  ଦେଇଛନ୍ତି ମୁଖ୍ଯମନ୍ତ୍ରୀ। ଏଥିସହିତ ସାମାଜିକ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ମଧ୍ଯ କହିଛନ୍ତି। ବ୍ଲାକ ଫଙ୍ଗସ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ କହିଛନ୍ତି। ତୃତୀୟ […]

ଭୁବନେଶ୍ବର: ମୁଖ୍ଯମନ୍ତ୍ରୀଙ୍କ ବଡ଼ ଘୋଷଣା । କରୋନା ମହାମାରୀ ଯୋଗୁ ବିଧବା ଓ ଅନାଥ ହୋଇଥିବା ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନସନ୍। ବିଧବା ଓ ଅନାଥ ହିତାଧିକାରୀଙ୍କୁ  ଚିହ୍ନଟ କରି ୧୫ ଦିନ ମଧ୍ଯରେ ମଧୁବାବୁ ପେନ୍‌ସନ ଯୋଜନାରେ ସହାୟତା ଦେବାକୁ ନିର୍ଦେଶ  ଦେଇଛନ୍ତି ମୁଖ୍ଯମନ୍ତ୍ରୀ। ଏଥିସହିତ ସାମାଜିକ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ମଧ୍ଯ କହିଛନ୍ତି। ବ୍ଲାକ ଫଙ୍ଗସ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ କହିଛନ୍ତି। ତୃତୀୟ ଲହରରେ ଶିଶୁଙ୍କ ଫୋକସ କରିବାକୁ କହିଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ ସ୍ଥିତରେ ଉନ୍ନତି ଆସିବ ବୋଲି ମୁଖ୍ଯମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

01 Jun 2021 By The Sakala

ମୁଖ୍ଯମନ୍ତ୍ରୀଙ୍କ ନର୍ଦ୍ଦେଶ: ୧୫ ଦିନ ମଧ୍ଯରେ କରୋନା ପ୍ରଭାବିତ ବିଧବା ଓ ଅନାଥ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ

ଭୁବନେଶ୍ବର: ମୁଖ୍ଯମନ୍ତ୍ରୀଙ୍କ ବଡ଼ ଘୋଷଣା । କରୋନା ମହାମାରୀ ଯୋଗୁ ବିଧବା ଓ ଅନାଥ ହୋଇଥିବା ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନସନ୍। ବିଧବା ଓ ଅନାଥ ହିତାଧିକାରୀଙ୍କୁ  ଚିହ୍ନଟ କରି ୧୫ ଦିନ ମଧ୍ଯରେ ମଧୁବାବୁ ପେନ୍‌ସନ ଯୋଜନାରେ ସହାୟତା ଦେବାକୁ ନିର୍ଦେଶ  ଦେଇଛନ୍ତି ମୁଖ୍ଯମନ୍ତ୍ରୀ। ଏଥିସହିତ ସାମାଜିକ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ମଧ୍ଯ କହିଛନ୍ତି। ବ୍ଲାକ ଫଙ୍ଗସ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ କହିଛନ୍ତି। ତୃତୀୟ ଲହରରେ ଶିଶୁଙ୍କ ଫୋକସ କରିବାକୁ କହିଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ ସ୍ଥିତରେ ଉନ୍ନତି ଆସିବ ବୋଲି ମୁଖ୍ଯମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର