ରାଜ୍ୟ ପୁଲିସର ୪ ଡିଏସପିଙ୍କୁ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ପୁଲିସର ଚାରି ଜଣ ଡିଏସପିଙ୍କୁ ସୋମବାର ଦିନ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଅନୁଯାୟୀ, ଅର୍ଥନୈତିକ ଅପରାଧିକ ଶାଖାର ଡିଏସପି ଦିଲ୍ଲୀପ କୁମାର ତ୍ରିପାଠୀ ପଦୋନ୍ନତି ପାଇ ଅତିରିକ୍ତ ଏସପି, ସିଏଡବ୍ଲ୍ୟ ଏବଂ ସିଡବ୍ଲ୍ୟୁ ହୋଇଛନ୍ତି । ସେହିପରି ବାଲେଶ୍ୱର ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ରଙ୍କୁ ଅତିରିକ୍ତ ଏସପି ଗୁଇନ୍ଦା ନିଯୁକ୍ତି ମିଳିଛି। ସେହିପରି ଆଇୟୁସିଏଡବ୍ଲ୍ୟୁର ଡିଏସପି ଉମେଶ କୁମାର […]

ଭୁବନେଶ୍ୱର: ରାଜ୍ୟ ପୁଲିସର ଚାରି ଜଣ ଡିଏସପିଙ୍କୁ ସୋମବାର ଦିନ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୂଚନା ଅନୁଯାୟୀ, ଅର୍ଥନୈତିକ ଅପରାଧିକ ଶାଖାର ଡିଏସପି ଦିଲ୍ଲୀପ କୁମାର ତ୍ରିପାଠୀ ପଦୋନ୍ନତି ପାଇ ଅତିରିକ୍ତ ଏସପି, ସିଏଡବ୍ଲ୍ୟ ଏବଂ ସିଡବ୍ଲ୍ୟୁ ହୋଇଛନ୍ତି । ସେହିପରି ବାଲେଶ୍ୱର ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ରଙ୍କୁ ଅତିରିକ୍ତ ଏସପି ଗୁଇନ୍ଦା ନିଯୁକ୍ତି ମିଳିଛି। ସେହିପରି ଆଇୟୁସିଏଡବ୍ଲ୍ୟୁର ଡିଏସପି ଉମେଶ କୁମାର ପଣ୍ଡା ଆଇୟୁସିଏଡବ୍ଲ୍ୟୁ ଜଗତସିଂହପୁରର ଅତିରିକ୍ତ ଏସପି ହୋଇଛନ୍ତି । ସେହିପରି କେନ୍ଦୁଝର ହେଡକ୍ୱାର୍ଟର ଡିଏସପି ସୁବୋଧ କୁମାର ମଲ୍ଲିକଙ୍କୁ ଏସଓଜି ଅତିରିକ୍ତ ଏସପି ଭାବେ ନିଯୁକ୍ତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

31 May 2021 By The Sakala

ରାଜ୍ୟ ପୁଲିସର ୪ ଡିଏସପିଙ୍କୁ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ପୁଲିସର ଚାରି ଜଣ ଡିଏସପିଙ୍କୁ ସୋମବାର ଦିନ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଅର୍ଥନୈତିକ ଅପରାଧିକ ଶାଖାର ଡିଏସପି ଦିଲ୍ଲୀପ କୁମାର ତ୍ରିପାଠୀ ପଦୋନ୍ନତି ପାଇ ଅତିରିକ୍ତ ଏସପି, ସିଏଡବ୍ଲ୍ୟ ଏବଂ ସିଡବ୍ଲ୍ୟୁ ହୋଇଛନ୍ତି । ସେହିପରି ବାଲେଶ୍ୱର ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ରଙ୍କୁ ଅତିରିକ୍ତ ଏସପି ଗୁଇନ୍ଦା ନିଯୁକ୍ତି ମିଳିଛି। ସେହିପରି ଆଇୟୁସିଏଡବ୍ଲ୍ୟୁର ଡିଏସପି ଉମେଶ କୁମାର ପଣ୍ଡା ଆଇୟୁସିଏଡବ୍ଲ୍ୟୁ ଜଗତସିଂହପୁରର ଅତିରିକ୍ତ ଏସପି ହୋଇଛନ୍ତି । ସେହିପରି କେନ୍ଦୁଝର ହେଡକ୍ୱାର୍ଟର ଡିଏସପି ସୁବୋଧ କୁମାର ମଲ୍ଲିକଙ୍କୁ ଏସଓଜି ଅତିରିକ୍ତ ଏସପି ଭାବେ ନିଯୁକ୍ତି ଦିଆଯାଇଛି।

https://www.thesakala.in/latest-odisha-news/4-dsps-promoted-to-asp-rank/article-2550
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର