ବିଜେଡିରୁ ବିତାଡ଼ିତ ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି: ସାଂସଦ ସସ୍ମିତ ପାତ୍ର

The Sakala Picture
Published On

ଭୁବନେଶ୍ବର: ବିଜେଡିରୁ ବିତାଡ଼ିତ ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି । ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ଏହି ପନ୍ଥା ଆପଣାଇଛି । ଏହା କରି ଆପଣ ଓଡ଼ିଶାବାସୀଙ୍କୁ କିଭଳି ସମ୍ମୁଖୀନ ହେବେ ବୋଲି ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେ ସାଂସଦ ସସ୍ମିତ ପାତ୍ର। ବିଜେଡି କୌଣସି ପ୍ରକାର ହିଂସାକୁ ବିଶୃଙ୍ଖଳାରେ ବିଶ୍ୱାସ ରଖେନି ବୋଲି ସସ୍ମିତ ପାତ୍ର କହିଛନ୍ତି। ଏମିତି କେହି କଲେ ବିଜେଡି ପ୍ରଥମେ ନିନ୍ଦା କରିଥାଏ । ଏହାର […]

ଭୁବନେଶ୍ବର: ବିଜେଡିରୁ ବିତାଡ଼ିତ ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି । ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ଏହି ପନ୍ଥା ଆପଣାଇଛି । ଏହା କରି ଆପଣ ଓଡ଼ିଶାବାସୀଙ୍କୁ କିଭଳି ସମ୍ମୁଖୀନ ହେବେ ବୋଲି ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେ ସାଂସଦ ସସ୍ମିତ ପାତ୍ର। ବିଜେଡି କୌଣସି ପ୍ରକାର ହିଂସାକୁ ବିଶୃଙ୍ଖଳାରେ ବିଶ୍ୱାସ ରଖେନି ବୋଲି ସସ୍ମିତ ପାତ୍ର କହିଛନ୍ତି। ଏମିତି କେହି କଲେ ବିଜେଡି ପ୍ରଥମେ ନିନ୍ଦା କରିଥାଏ । ଏହାର ଉଦାହରଣ ହେଉଛନ୍ତି ତତ୍କାଳୀନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ କରିଥିଲେ ପ୍ରଶାନ୍ତ । ଏଥିପାଇଁ ତାଙ୍କୁ ତୁରନ୍ତ ଦଳରୁ ସସପେଣ୍ଡ କରିଥିଲେ ବିଜେଡି ସଭାପତି । ପରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର