ଏମ୍‌‌ବିବିଏସ୍‌‌ ଓ ବିଡିଏସ୍‌‌ ନାମଲେଖା: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ, ବଳକା ଅଛି ୪୫୨ ସିଟ୍‌‌

The Sakala Picture
Published On

ଭୁବନେଶ୍ୱର: ଓଜେଇଇ ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ୍‌‌ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ ଆଜିଠୁ ଆରମ୍ଭ ହେବ। ୧୪ରୁ ୧୭ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଥିବାବେଳେ ୧୯ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୪୫୨ଟି ସିଟ୍‌‌ ବଳକା ରହିଛି। ଓଜେଇଇ ଏନେଇ ତାଲିକା ପ୍ରକାଶ କରିଥିବାବେଳେ ବଲାଙ୍ଗିର ମେଡିକାଲ୍‌‌ କଲେଜରେ ୪ଟି, ଏମ୍‌‌କେସିଜିରେ ୨୪ଟି, ବାରିପଦାରେ ୮, ଏସ୍‌‌ସିବିରେ ୮୮, କୋରାପୁଟରେ ୧୦, ବୁର୍ଲାରେ ୧୬, ପୁରୀରେ […]

ଭୁବନେଶ୍ୱର: ଓଜେଇଇ ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ୍‌‌ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ ଆଜିଠୁ ଆରମ୍ଭ ହେବ। ୧୪ରୁ ୧୭ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଥିବାବେଳେ ୧୯ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୪୫୨ଟି ସିଟ୍‌‌ ବଳକା ରହିଛି। ଓଜେଇଇ ଏନେଇ ତାଲିକା ପ୍ରକାଶ କରିଥିବାବେଳେ ବଲାଙ୍ଗିର ମେଡିକାଲ୍‌‌ କଲେଜରେ ୪ଟି, ଏମ୍‌‌କେସିଜିରେ ୨୪ଟି, ବାରିପଦାରେ ୮, ଏସ୍‌‌ସିବିରେ ୮୮, କୋରାପୁଟରେ ୧୦, ବୁର୍ଲାରେ ୧୬, ପୁରୀରେ ୩, କେନ୍ଦୁଝର ୬, ସୁନ୍ଦରଗଡ଼ ୯, ଭବାନୀପାଟଣା ୪ ଓ ଏସ୍‌‌ସିବି ଡେଣ୍ଟାଲ କଲେଜରେ ୨୭ଟି ସିଟ୍‌‌ ଖାଲି ପଡ଼ିଛି। ସେହିପରି ଡ୍ରିମ୍ସରେ ୫୩ଟି, ହାଇଟେକ୍‌‌ ଏମ୍‌‌ବିବିଏସ୍‌‌ରେ ୫୨ଟି ଓ ହାଇଟେକ୍‌‌ ଡେଣ୍ଟାଲରେ ୯୭ଟି ସିଟ୍‌‌ ବଳକା ରହିଛି। ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧୬୨୫ ଏମ୍‌‌ବିବିଏସ୍‌‌ ଓ ୧୩୧ଜଣ ବିଡିଏସ୍‌‌ ପିଲାଙ୍କୁ ଚୟନ କରାଯାଇ ଥିବାବେଳେ ୧୩୬୯ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

14 Aug 2023 By The Sakala

ଏମ୍‌‌ବିବିଏସ୍‌‌ ଓ ବିଡିଏସ୍‌‌ ନାମଲେଖା: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ, ବଳକା ଅଛି ୪୫୨ ସିଟ୍‌‌

ଭୁବନେଶ୍ୱର: ଓଜେଇଇ ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ୍‌‌ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ ଆଜିଠୁ ଆରମ୍ଭ ହେବ। ୧୪ରୁ ୧୭ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଥିବାବେଳେ ୧୯ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୪୫୨ଟି ସିଟ୍‌‌ ବଳକା ରହିଛି। ଓଜେଇଇ ଏନେଇ ତାଲିକା ପ୍ରକାଶ କରିଥିବାବେଳେ ବଲାଙ୍ଗିର ମେଡିକାଲ୍‌‌ କଲେଜରେ ୪ଟି, ଏମ୍‌‌କେସିଜିରେ ୨୪ଟି, ବାରିପଦାରେ ୮, ଏସ୍‌‌ସିବିରେ ୮୮, କୋରାପୁଟରେ ୧୦, ବୁର୍ଲାରେ ୧୬, ପୁରୀରେ ୩, କେନ୍ଦୁଝର ୬, ସୁନ୍ଦରଗଡ଼ ୯, ଭବାନୀପାଟଣା ୪ ଓ ଏସ୍‌‌ସିବି ଡେଣ୍ଟାଲ କଲେଜରେ ୨୭ଟି ସିଟ୍‌‌ ଖାଲି ପଡ଼ିଛି। ସେହିପରି ଡ୍ରିମ୍ସରେ ୫୩ଟି, ହାଇଟେକ୍‌‌ ଏମ୍‌‌ବିବିଏସ୍‌‌ରେ ୫୨ଟି ଓ ହାଇଟେକ୍‌‌ ଡେଣ୍ଟାଲରେ ୯୭ଟି ସିଟ୍‌‌ ବଳକା ରହିଛି। ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧୬୨୫ ଏମ୍‌‌ବିବିଏସ୍‌‌ ଓ ୧୩୧ଜଣ ବିଡିଏସ୍‌‌ ପିଲାଙ୍କୁ ଚୟନ କରାଯାଇ ଥିବାବେଳେ ୧୩୬୯ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

https://www.thesakala.in/latest-odisha-news/mbbs-bds-registration-for-phase-2-enrollment-from-today/article-24438
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର