ଦିଲ୍ଲୀ ଏମ୍ସ ପରିସରରେ ଅଗ୍ନିକାଣ୍ଡ, ନଆଁକୁ ଆୟତ୍ତ ପାଇଁ ୬ଟି ଅଗ୍ନିଶମ ଗାଡ଼ି ନିୟୋଜିତ
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ପରିସରରେ ଅଗ୍ନିକାଣ୍ଡ। ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳରେ ୬ ଟି ଅଗ୍ନିଶମ ଗାଡ଼ି ନିୟୋଜିତ ରହିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ନିର୍ଗତ ହେଉଥିବା ଧୂଆଁର ଚିତ୍ରକୁ ଦେଖିଲେ ଅଗ୍ନିକାଣ୍ଡ ଭୟାବହ ରହିଛି।

07 Aug 2023
By The Sakala

https://www.thesakala.in/latest-odisha-news/a-fire-broke-out-in-the-endoscopy-room-of-aiims/article-24214