ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୦ ହଜାର ୯୩୯ କରୋନା ପଜିଟିଭ୍
ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୦, ୯୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୭୮ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୭୬୧ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୪୩୮୦ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୨୯୮ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୫୧୨, କଟକ- ୯୨୨ […]
ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୦, ୯୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୭୮ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୭୬୧ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୪୩୮୦ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୨୯୮ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୫୧୨, କଟକ- ୯୨୨ , ଯାଜପୁର- ୫୪୧, ପୁରୀ- ୪୫୬, ଗଞ୍ଜାମ- ୨୫୪ , ନୂଆପଡ଼ା- ୬୪, ବଲାଙ୍ଗୀର- ୧୯୫, ବାଲେଶ୍ବର- ୩୬୧, ଅନୁଗୁଳ-୮୧୯, ବରଗଡ଼-୩୨୩, କଳାହାଣ୍ଡି- ୨୪୪, ଝାରସୁଗୁଡ଼ାରୁ -୧୯୧, ନବରଙ୍ଗପୁର- ୩୬୨, ମୟୁରଭଞ୍ଜ- ୬୦୪ ଓ ସମ୍ବଲପୁର ଜିଲ୍ଲାରୁ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 385
7. Cuttack: 922
8. Deogarh: 100
9. Dhenkanal: 763
10. Gajapati: 43
11. Ganjam: 254
12. Jagatsinghpur: 291
13. Jajpur: 541
14. Jharsuguda: 191
15. Kalahandi: 244
16. Kandhamal: 77
17. Kendrapada: 323
18. Keonjhar: 176
19. Khurda: 1298
20. Koraput: 242— I & PR Department, Odisha (@IPR_Odisha) May 25, 2021
New recoveries: 11614
Cumulative tested: 11437337
Positive: 714380
Recovered: 601224
Active cases: 110554— I & PR Department, Odisha (@IPR_Odisha) May 25, 2021