କରୋନାରେ ଚାଲିଗଲେ ସାମ୍ବାଦିକ ସଂଗ୍ରାମ କେଶରୀ

The Sakala Picture
Published On

ଭୁବନେଶ୍ବର: କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ସମୟ ଖବର କାଗଜର କୋଣାର୍କ ପ୍ରତିନିଧି ସଂଗ୍ରାମ କେଶରୀ ମହାପାତ୍ର କରୋନାରେ ପ୍ରାଣ ହରାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ସେ ମୃତ୍ୟୁବରଣ କରିଛନ୍ତି। କରୋନାର ଦ୍ୱିତୀୟ ଲହରୀ ଏପର୍ଯ୍ୟନ୍ତ ୩୦ ସାମ୍ୱାଦିକଙ୍କ ଜୀବନ ନେଲାଣି।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

24 May 2021 By The Sakala

କରୋନାରେ ଚାଲିଗଲେ ସାମ୍ବାଦିକ ସଂଗ୍ରାମ କେଶରୀ

ଭୁବନେଶ୍ବର: କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ସମୟ ଖବର କାଗଜର କୋଣାର୍କ ପ୍ରତିନିଧି ସଂଗ୍ରାମ କେଶରୀ ମହାପାତ୍ର କରୋନାରେ ପ୍ରାଣ ହରାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ସେ ମୃତ୍ୟୁବରଣ କରିଛନ୍ତି। କରୋନାର ଦ୍ୱିତୀୟ ଲହରୀ ଏପର୍ଯ୍ୟନ୍ତ ୩୦ ସାମ୍ୱାଦିକଙ୍କ ଜୀବନ ନେଲାଣି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର