ମାଲକାନଗିରିରେ ଅଭାବନୀୟ ଦୃଶ୍ୟ, ବାଇକ ରେ ବୁହା ହେଲା ଶବ

The Sakala Picture
Published On

ମାଲକାନଗିରି : ବାଇକ ରେ ବୁହା ହେଲା ଆଦିମ ବଣ୍ଡା ଜନଜାତିର ଶବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।ସୂଚନା ନେଵାରୁ ଜଣାପଡିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ସୀସା ନିଜ ଚାହା ଦୋକାନରେ ଚାହା ବିକ୍ରି କରିବା ସମୟରେ ହଠାତ ଛାତି ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡି ଯାଇଥିଲେ।ଏପରି ହେଉଥିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ […]

ମାଲକାନଗିରି : ବାଇକ ରେ ବୁହା ହେଲା ଆଦିମ ବଣ୍ଡା ଜନଜାତିର ଶବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।ସୂଚନା ନେଵାରୁ ଜଣାପଡିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ସୀସା ନିଜ ଚାହା ଦୋକାନରେ ଚାହା ବିକ୍ରି କରିବା ସମୟରେ ହଠାତ ଛାତି ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡି ଯାଇଥିଲେ।ଏପରି ହେଉଥିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଖଇରପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଶବ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କତ୍ତୃପକ୍ଷ ଙ୍କୁ ଗୁହାରି କରିଥିଲେ କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୌଣସି ବ୍ୟବସ୍ଥା କରା ନଯିବାରୁ ପରିବାର ଲୋକେ ବାଧ୍ୟ ହୋଇ ଶବ ଟିକୁ ବାଇକ ଯୋଗେ ନିଜ ଘର କଦମଗୁଡାକୁ ଆଣିଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ପଚାରିବାରୁ ସେ ଏନେଇ କୌଣସି ଅଭିଯୋଗ ପାଇନଥିବା ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

21 May 2021 By The Sakala

ମାଲକାନଗିରିରେ ଅଭାବନୀୟ ଦୃଶ୍ୟ, ବାଇକ ରେ ବୁହା ହେଲା ଶବ

ମାଲକାନଗିରି : ବାଇକ ରେ ବୁହା ହେଲା ଆଦିମ ବଣ୍ଡା ଜନଜାତିର ଶବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।ସୂଚନା ନେଵାରୁ ଜଣାପଡିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ସୀସା ନିଜ ଚାହା ଦୋକାନରେ ଚାହା ବିକ୍ରି କରିବା ସମୟରେ ହଠାତ ଛାତି ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡି ଯାଇଥିଲେ।ଏପରି ହେଉଥିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଖଇରପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଶବ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କତ୍ତୃପକ୍ଷ ଙ୍କୁ ଗୁହାରି କରିଥିଲେ କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୌଣସି ବ୍ୟବସ୍ଥା କରା ନଯିବାରୁ ପରିବାର ଲୋକେ ବାଧ୍ୟ ହୋଇ ଶବ ଟିକୁ ବାଇକ ଯୋଗେ ନିଜ ଘର କଦମଗୁଡାକୁ ଆଣିଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ପଚାରିବାରୁ ସେ ଏନେଇ କୌଣସି ଅଭିଯୋଗ ପାଇନଥିବା ପ୍ରକାଶ କରିଛନ୍ତି ।

https://www.thesakala.in/latest-odisha-news/body-was-carried-on-a-bike-in-malakangiri/article-2333
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର