ପୁଲିସ ଇନଫର୍ମର ସନ୍ଦେହରେ ପ୍ରଜାକୋର୍ଟରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

The Sakala Picture
Published On

ମାଲକାନାଗିରି: ଦୁଇ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ତାଡ଼ମେଟାଲା ଉପ ସରପଞ୍ଚ ମାଣ୍ଡବି ଗଙ୍ଗା ଏବଂ ଜଣେ ଗାଁ ଲୋକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ୧୫ ଜଣଙ୍କୁ ଅପହରଣ କରି ଦଶ ଦିନ ହେବ ଜଙ୍ଗଲ ରେ ରଖିବା ପରେ ଆଜି ମାଓବାଦୀଙ୍କ ପ୍ରଜାକୋର୍ଟରେ ଦଣ୍ଡ ଦେଇଛନ୍ତି। ପୁଲିସ ଇନଫର୍ମର ସନ୍ଦେହ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ଏହି ଘଟଣାକୁ […]

ମାଲକାନାଗିରି: ଦୁଇ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ତାଡ଼ମେଟାଲା ଉପ ସରପଞ୍ଚ ମାଣ୍ଡବି ଗଙ୍ଗା ଏବଂ ଜଣେ ଗାଁ ଲୋକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ୧୫ ଜଣଙ୍କୁ ଅପହରଣ କରି ଦଶ ଦିନ ହେବ ଜଙ୍ଗଲ ରେ ରଖିବା ପରେ ଆଜି ମାଓବାଦୀଙ୍କ ପ୍ରଜାକୋର୍ଟରେ ଦଣ୍ଡ ଦେଇଛନ୍ତି। ପୁଲିସ ଇନଫର୍ମର ସନ୍ଦେହ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ଏହି ଘଟଣାକୁ ନେଇ ନିଜକୁ ଦାୟୀ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

29 Jun 2023 By The Sakala

ପୁଲିସ ଇନଫର୍ମର ସନ୍ଦେହରେ ପ୍ରଜାକୋର୍ଟରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନାଗିରି: ଦୁଇ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ତାଡ଼ମେଟାଲା ଉପ ସରପଞ୍ଚ ମାଣ୍ଡବି ଗଙ୍ଗା ଏବଂ ଜଣେ ଗାଁ ଲୋକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ୧୫ ଜଣଙ୍କୁ ଅପହରଣ କରି ଦଶ ଦିନ ହେବ ଜଙ୍ଗଲ ରେ ରଖିବା ପରେ ଆଜି ମାଓବାଦୀଙ୍କ ପ୍ରଜାକୋର୍ଟରେ ଦଣ୍ଡ ଦେଇଛନ୍ତି। ପୁଲିସ ଇନଫର୍ମର ସନ୍ଦେହ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ଏହି ଘଟଣାକୁ ନେଇ ନିଜକୁ ଦାୟୀ କରିଛି।

https://www.thesakala.in/latest-odisha-news/two-villagers-were-killed-in-prajacourt/article-23040
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର