କୋଭିଡ ଆକ୍ରାନ୍ତ ଶବ ସତ୍କାର ନେଇ ଉତେଜନା

The Sakala Picture
Published On

ଖୋର୍ଦ୍ଧା : କିଛିଦିନ ବ୍ୟବଧାନ ପରେ ଶବ ସତ୍କାର ନେଇ ପ୍ରଶାସନ ପୁଣି ମୁଣ୍ଡ ବ୍ୟଥା ହୋଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କୋଭିଡ ଆକ୍ରାନ୍ତ ମୃତଦେହ କୁ ନେଇ ଏ ସ୍ମଶାନ ରୁ ସେ ସ୍ମଶାନ ହେଉଛି। କିଛିଦିନ ଟକେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଜେମାଦେଇ ଠାରେ କୋଭିଡ ମୃତ ଦେହ କୁ ଦାହ କରିବା ବେଳେ ବିରୋଧ ହୋଇଥିଲା। କୌଣସି ପ୍ରକାରେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି କାର୍ଯ୍ୟ ସମ୍ପାଦନ କରିଦେଲାପରେ ଆଜି ପୁଣି […]

ଖୋର୍ଦ୍ଧା : କିଛିଦିନ ବ୍ୟବଧାନ ପରେ ଶବ ସତ୍କାର ନେଇ ପ୍ରଶାସନ ପୁଣି ମୁଣ୍ଡ ବ୍ୟଥା ହୋଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କୋଭିଡ ଆକ୍ରାନ୍ତ ମୃତଦେହ କୁ ନେଇ ଏ ସ୍ମଶାନ ରୁ ସେ ସ୍ମଶାନ ହେଉଛି। କିଛିଦିନ ଟକେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଜେମାଦେଇ ଠାରେ କୋଭିଡ ମୃତ ଦେହ କୁ ଦାହ କରିବା ବେଳେ ବିରୋଧ ହୋଇଥିଲା। କୌଣସି ପ୍ରକାରେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି କାର୍ଯ୍ୟ ସମ୍ପାଦନ କରିଦେଲାପରେ ଆଜି ପୁଣି ସମସ୍ୟା ମୁଣ୍ଡ ଟେକିଛି। ବୋଲଗଡ଼ ରୁ ଆସୁଥିବା ଏକ କୋଭିଡ ଆକ୍ରାନ୍ତ ଶବ କୁ ସିଆଳିଆ ପାଖ ସ୍ମଶାନ ରେ ଦାହ କରିବାକୁ ପ୍ରଶାସନ ଅନୁଥିବାର ଖବର ପାଇ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ କାର୍ଯ୍ୟଳୟ ଠାରୁ ଅନତି ଦୂରରେ ନିରୁପିତ ସ୍ମଶାନ ପଲହରେ ଲୋକମାନେ ଏକାଠି ହୋଇ ପ୍ରଶାସନ ର ନିଷ୍ପତ୍ତି କି ବିରୁଦ୍ଧ କରୁଥିବା ବେକେ ଲୋକଙ୍କୁ ସମ୍ମୁଖୀନ ହେବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲୁଛି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

20 May 2021 By The Sakala

କୋଭିଡ ଆକ୍ରାନ୍ତ ଶବ ସତ୍କାର ନେଇ ଉତେଜନା

ଖୋର୍ଦ୍ଧା : କିଛିଦିନ ବ୍ୟବଧାନ ପରେ ଶବ ସତ୍କାର ନେଇ ପ୍ରଶାସନ ପୁଣି ମୁଣ୍ଡ ବ୍ୟଥା ହୋଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କୋଭିଡ ଆକ୍ରାନ୍ତ ମୃତଦେହ କୁ ନେଇ ଏ ସ୍ମଶାନ ରୁ ସେ ସ୍ମଶାନ ହେଉଛି। କିଛିଦିନ ଟକେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଜେମାଦେଇ ଠାରେ କୋଭିଡ ମୃତ ଦେହ କୁ ଦାହ କରିବା ବେଳେ ବିରୋଧ ହୋଇଥିଲା। କୌଣସି ପ୍ରକାରେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି କାର୍ଯ୍ୟ ସମ୍ପାଦନ କରିଦେଲାପରେ ଆଜି ପୁଣି ସମସ୍ୟା ମୁଣ୍ଡ ଟେକିଛି। ବୋଲଗଡ଼ ରୁ ଆସୁଥିବା ଏକ କୋଭିଡ ଆକ୍ରାନ୍ତ ଶବ କୁ ସିଆଳିଆ ପାଖ ସ୍ମଶାନ ରେ ଦାହ କରିବାକୁ ପ୍ରଶାସନ ଅନୁଥିବାର ଖବର ପାଇ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ କାର୍ଯ୍ୟଳୟ ଠାରୁ ଅନତି ଦୂରରେ ନିରୁପିତ ସ୍ମଶାନ ପଲହରେ ଲୋକମାନେ ଏକାଠି ହୋଇ ପ୍ରଶାସନ ର ନିଷ୍ପତ୍ତି କି ବିରୁଦ୍ଧ କରୁଥିବା ବେକେ ଲୋକଙ୍କୁ ସମ୍ମୁଖୀନ ହେବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର