ରାଜଧାନୀରେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ପୁଣି ସ୍ଲଟ ବୁକିଂ
ଭୁବନେଶ୍ୱର: ୧୮-୪୪ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଆଜିଠାରୁ ପୁଣି ଆରମ୍ଭ ହେଉଛି ସ୍ଲଟ ବୁକିଂ । ଆଜି ସନ୍ଧ୍ୟା ୬ଟାରୁ ଏହି ସୁବିଧା ଉପଲବ୍ଧ ହେବ । ଆସନ୍ତା କାଲିଠାରୁ ୨୮ ତାରିଖ ପାଇଁ ଆପଣ ବୁକିଂ କରିପାରିବେ। 📢 New slots for COVID Vaccination of 18 – 44 age groups & 45+ in Bhubaneswar will open today at 6.00 pm.Citizens can do the registration and […]
ଭୁବନେଶ୍ୱର: ୧୮-୪୪ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଆଜିଠାରୁ ପୁଣି ଆରମ୍ଭ ହେଉଛି ସ୍ଲଟ ବୁକିଂ । ଆଜି ସନ୍ଧ୍ୟା ୬ଟାରୁ ଏହି ସୁବିଧା ଉପଲବ୍ଧ ହେବ । ଆସନ୍ତା କାଲିଠାରୁ ୨୮ ତାରିଖ ପାଇଁ ଆପଣ ବୁକିଂ କରିପାରିବେ।
📢 New slots for COVID Vaccination of 18 – 44 age groups & 45+ in Bhubaneswar will open today at
6.00 pm.
Citizens can do the registration and book slot at https://t.co/Y6Ip8MVYeHଆହୁରି ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନWithout booking slots please don't come to Vaccination Centre.#LargestVaccineDrive pic.twitter.com/oq15mJcJwc
ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ— BMC (@bmcbbsr) May 19, 2021
ଏଥି ସହ ଅପରାହ୍ନ ୩ଟାରୁ ୬ଟା ଯାଏଁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସ୍ଲଟ ବୁକିଂ ହେଉଛି । ଟିକାକରଣ ପାଇଁ କେନ୍ଦ୍ରକୁ ବୁକ୍ ହୋଇଥିବା ସ୍ଲଟରେ ଆସିବା ପାଇଁ ଅନୁରୋଧ କରାଯାଇଛି । ଏଥି ସହ ଆପଏଣ୍ଟମେଣ୍ଟ ସ୍ଲିପ୍ ସାଙ୍ଗରେ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି ।
ରାଜଧାନୀରେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ପୁଣି ସ୍ଲଟ ବୁକିଂ
ଭୁବନେଶ୍ୱର: ୧୮-୪୪ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଆଜିଠାରୁ ପୁଣି ଆରମ୍ଭ ହେଉଛି ସ୍ଲଟ ବୁକିଂ । ଆଜି ସନ୍ଧ୍ୟା ୬ଟାରୁ ଏହି ସୁବିଧା ଉପଲବ୍ଧ ହେବ । ଆସନ୍ତା କାଲିଠାରୁ ୨୮ ତାରିଖ ପାଇଁ ଆପଣ ବୁକିଂ କରିପାରିବେ।
📢 New slots for COVID Vaccination of 18 – 44 age groups & 45+ in Bhubaneswar will open today at
6.00 pm.
Citizens can do the registration and book slot at https://t.co/Y6Ip8MVYeHWithout booking slots please don't come to Vaccination Centre.#LargestVaccineDrive pic.twitter.com/oq15mJcJwc
— BMC (@bmcbbsr) May 19, 2021