ବାହାନଗା ଟ୍ରେନ ଟ୍ରାଜେଡି: ବିଏମସି ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି, ଫୋନ୍ କରି ଜାଣିପାରିବେ ମୃତଦେହ ରଖାଯାଇଥିବା ସ୍ଥାନ

The Sakala Picture
Published On

ଭୁବନେଶ୍ବର: ରେଳ ଦୁର୍ଘଟଣାର ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ହେଲ୍ପ ଲାଇନ୍ ନଂ- ୧୯୨୯ ଜାରି କରାଯାଇଛି। ହେଲ୍ପ ଲାଇନକୁ ଫୋନ୍ କରି ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ସମ୍ପର୍କୀୟ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହ ସଂରକ୍ଷିତ ରହିଛି। The helpline number 1929 (24×7) is active for #OdishaTrainAccident Also people can contact Rajesh Pradhan: 6370946287 Asish […]

ଭୁବନେଶ୍ବର: ରେଳ ଦୁର୍ଘଟଣାର ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ହେଲ୍ପ ଲାଇନ୍ ନଂ- ୧୯୨୯ ଜାରି କରାଯାଇଛି। ହେଲ୍ପ ଲାଇନକୁ ଫୋନ୍ କରି ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ସମ୍ପର୍କୀୟ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହ ସଂରକ୍ଷିତ ରହିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

04 Jun 2023 By The Sakala

ବାହାନଗା ଟ୍ରେନ ଟ୍ରାଜେଡି: ବିଏମସି ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି, ଫୋନ୍ କରି ଜାଣିପାରିବେ ମୃତଦେହ ରଖାଯାଇଥିବା ସ୍ଥାନ

ଭୁବନେଶ୍ବର: ରେଳ ଦୁର୍ଘଟଣାର ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ହେଲ୍ପ ଲାଇନ୍ ନଂ- ୧୯୨୯ ଜାରି କରାଯାଇଛି। ହେଲ୍ପ ଲାଇନକୁ ଫୋନ୍ କରି ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ସମ୍ପର୍କୀୟ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହ ସଂରକ୍ଷିତ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର