ଆଗକୁ ରାଜ୍ୟରେ ୩୦ ହଜାର ଛୁଇଁବ ଦୈନିକ ସଂକ୍ରମଣ, ମେ ୧୫ ପରେ ଟ୍ୱିନ୍ ସିଟିରେ ପିକକୁ ଆସିବ କରୋନା- ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଦୈନିକ ସଂକମିତଙ୍କ ସଂଖ୍ୟା ୧୨  ହଜାର ପାର କରିଛି। ଆଗକୁ ରାଜ୍ୟରେ କରୋନା ଆହୁରି ବୃଦ୍ଧି ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ଏଭଳି ଆକଳନ କରିଛନ୍ତି। ଆଗକୁ ଦୈନିକ ସଂକ୍ରମଣ ମାମଲା ୧୫ ହଜାର ଏପରିକି ୩୦ ହଜାର ଛୁଇଁପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ  କହିଛନ୍ତି।ଛୋଟ ଛୋଟ ସହର ସଂକ୍ରମିତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଛି । ମେ’ […]

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଦୈନିକ ସଂକମିତଙ୍କ ସଂଖ୍ୟା ୧୨  ହଜାର ପାର କରିଛି। ଆଗକୁ ରାଜ୍ୟରେ କରୋନା ଆହୁରି ବୃଦ୍ଧି ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ଏଭଳି ଆକଳନ କରିଛନ୍ତି। ଆଗକୁ ଦୈନିକ ସଂକ୍ରମଣ ମାମଲା ୧୫ ହଜାର ଏପରିକି ୩୦ ହଜାର ଛୁଇଁପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ  କହିଛନ୍ତି।ଛୋଟ ଛୋଟ ସହର ସଂକ୍ରମିତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ମେ’ ୧୫ ପରେ ଭୁବନେଶ୍ୱର, କଟକରେ କରୋନା ପିକକୁ ପହଞ୍ଚିବ । ଦୈନିକ ସଂକ୍ରମଣ ୧୫ ହଜାର ଉପରେ ମାମଲା ଆସିବ । ଏମିତିକି ୩୦ହଜାର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ଗ୍ରାମାଞ୍ଚଳରେ ପିକ୍ ବିଳମ୍ବ ହେବ । ଏହି କିଛି ଦିନ ହେବ ଗ୍ରାମାଞ୍ଚଳରେ ସଂକ୍ରମଣ ବଢିଛି । ତେଣୁ ଏବେ ଅଧିକ ସଚେତନ ହେବାକୁ ପଡ଼ିବ । ନିୟମ ମାନିବାକୁ ପଡ଼ିବ । ଲକଡାଉନକୁ ଆହୁରି କଡ଼ାକଡ଼ି ପାଳନ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

ଦୈନିକ ସଂକ୍ରମଣ ମାମଲା ୧୫ ହଜାଇ ଛୁଇଁଲେ ସ୍ୱାସ୍ଥ୍ୟସେବା ଉପରେ ପ୍ରଭାବ ପଡ଼ିବ। ଏବେ ଲକଡାଉନ୍ ପାଇଁ ସଂକ୍ରମଣ ମାମଲା କମିଛି । ଲକଡାଉନ୍ ଉଠିଗଲେ ସଂକ୍ରମଣ ମାମଲା ବଢ଼ିବାର ସମ୍ଭାବନା ଥିବା କହିଛନ୍ତି ନିରୋଜ ମିଶ୍ର । ନିୟମ ନମାନିଲେ ସଂକ୍ରମଣକୁ ସମ୍ଭାଳି ହେବନି, ଲୋକେ ସଚେତନ ହୋଇ କଟକଣା ମାନିବାକୁ ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

07 May 2021 By The Sakala

ଆଗକୁ ରାଜ୍ୟରେ ୩୦ ହଜାର ଛୁଇଁବ ଦୈନିକ ସଂକ୍ରମଣ, ମେ ୧୫ ପରେ ଟ୍ୱିନ୍ ସିଟିରେ ପିକକୁ ଆସିବ କରୋନା- ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଦୈନିକ ସଂକମିତଙ୍କ ସଂଖ୍ୟା ୧୨  ହଜାର ପାର କରିଛି। ଆଗକୁ ରାଜ୍ୟରେ କରୋନା ଆହୁରି ବୃଦ୍ଧି ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ଏଭଳି ଆକଳନ କରିଛନ୍ତି। ଆଗକୁ ଦୈନିକ ସଂକ୍ରମଣ ମାମଲା ୧୫ ହଜାର ଏପରିକି ୩୦ ହଜାର ଛୁଇଁପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ  କହିଛନ୍ତି।ଛୋଟ ଛୋଟ ସହର ସଂକ୍ରମିତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଛି ।

ମେ’ ୧୫ ପରେ ଭୁବନେଶ୍ୱର, କଟକରେ କରୋନା ପିକକୁ ପହଞ୍ଚିବ । ଦୈନିକ ସଂକ୍ରମଣ ୧୫ ହଜାର ଉପରେ ମାମଲା ଆସିବ । ଏମିତିକି ୩୦ହଜାର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ଗ୍ରାମାଞ୍ଚଳରେ ପିକ୍ ବିଳମ୍ବ ହେବ । ଏହି କିଛି ଦିନ ହେବ ଗ୍ରାମାଞ୍ଚଳରେ ସଂକ୍ରମଣ ବଢିଛି । ତେଣୁ ଏବେ ଅଧିକ ସଚେତନ ହେବାକୁ ପଡ଼ିବ । ନିୟମ ମାନିବାକୁ ପଡ଼ିବ । ଲକଡାଉନକୁ ଆହୁରି କଡ଼ାକଡ଼ି ପାଳନ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ଦୈନିକ ସଂକ୍ରମଣ ମାମଲା ୧୫ ହଜାଇ ଛୁଇଁଲେ ସ୍ୱାସ୍ଥ୍ୟସେବା ଉପରେ ପ୍ରଭାବ ପଡ଼ିବ। ଏବେ ଲକଡାଉନ୍ ପାଇଁ ସଂକ୍ରମଣ ମାମଲା କମିଛି । ଲକଡାଉନ୍ ଉଠିଗଲେ ସଂକ୍ରମଣ ମାମଲା ବଢ଼ିବାର ସମ୍ଭାବନା ଥିବା କହିଛନ୍ତି ନିରୋଜ ମିଶ୍ର । ନିୟମ ନମାନିଲେ ସଂକ୍ରମଣକୁ ସମ୍ଭାଳି ହେବନି, ଲୋକେ ସଚେତନ ହୋଇ କଟକଣା ମାନିବାକୁ ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର