କଟକରେ ସ୍ୱେଚ୍ଛାକୃତ ଲକଡାଉନ୍ ଘୋଷଣା କଲେ ବ୍ୟବସାୟୀ ସଙ୍ଘ, ଦିନ ୨ଟା ପରେ ବନ୍ଦ ରହିବ ସମସ୍ତ ଦୋକାନ ବଜାର
ଭୁବନେଶ୍ବର: ରାଜ୍ଯରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଉଥିବା ବେଳେ ଟ୍ବିନ ସିଟି ପାଇଁ ଚିନ୍ତା ବଢାଇଛି। କଟକରେ ସଂକ୍ରମଣ ଚେନକୁ ରୋକିବାକୁ ସ୍ୱେଚ୍ଛାକୃତ ଲକଡାଉନ୍ ଘୋଷଣା କରିଛନ୍ତି ବ୍ୟବସାୟୀ ସଙ୍ଘ। ଏ ନେଇ ସିଏମସି କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ସୋମବାର ଠାରୁ ଅର୍ଥାତ୍ ମେ ୩ରୁ ୧୮ ଯାଏଁ ସଂଘ ସ୍ୱେଚ୍ଛାକୃତ ଲକଡ଼ାଉନ୍ ଲାଗୁ ହେବ । ମେଡିସିନ୍ ଦୋକାନ ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ମାଲଗୋଦାମ ଏବଂ […]
ଭୁବନେଶ୍ବର: ରାଜ୍ଯରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଉଥିବା ବେଳେ ଟ୍ବିନ ସିଟି ପାଇଁ ଚିନ୍ତା ବଢାଇଛି। କଟକରେ ସଂକ୍ରମଣ ଚେନକୁ ରୋକିବାକୁ ସ୍ୱେଚ୍ଛାକୃତ ଲକଡାଉନ୍ ଘୋଷଣା କରିଛନ୍ତି ବ୍ୟବସାୟୀ ସଙ୍ଘ। ଏ ନେଇ ସିଏମସି କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ସୋମବାର ଠାରୁ ଅର୍ଥାତ୍ ମେ ୩ରୁ ୧୮ ଯାଏଁ ସଂଘ ସ୍ୱେଚ୍ଛାକୃତ ଲକଡ଼ାଉନ୍ ଲାଗୁ ହେବ । ମେଡିସିନ୍ ଦୋକାନ ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ମାଲଗୋଦାମ ଏବଂ ଛତ୍ରବଜାରରେ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ଯକଳାପ ପ୍ରତିଦିନ ଅପରାହ୍ନ ୨ଟା ପରେ ବନ୍ଦ ରହିବ।